ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା 150 ତମ ଅନ୍ତଃରାଷ୍ଟ୍ରୀୟ ଆର୍ଯ୍ୟ ମହାସମ୍ମିଳନୀରେ ଯୋଗଦାନ
ସ୍ୟାଣ୍ଡ ଆର୍ଟ, whats appAr – ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା 150 ତମ ଅନ୍ତଃରାଷ୍ଟ୍ରୀୟ ଆର୍ଯ୍ୟ ମହାସମ୍ମିଳନୀ ରେ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ସ୍ୱାମୀ ଦୟାନନ୍ଦ ସରସ୍ବତୀ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି | ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ଶ୍ରୀଯୁକ୍ତ ମାନସ କୁମାର ସାହୁ (ଓଡିଶା) ଚଳିତ ଅନ୍ତର୍ଜାତୀୟ ଆର୍ଯ୍ୟ ମହାସମ୍ମେଳନରେ 3 ଟି ଚିତ୍ର ସହିତ ଏକ ଚମତ୍କାର ବାଲୁକା କଳା ସୃଷ୍ଟି କରିଛନ୍ତି, ସେଗୁଡିକ ମଧ୍ୟରେ1875 ରେ ମୁମ୍ବାଇର କକରୱାଡିରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଥମ ଆର୍ଯ୍ୟ ସମାଜର ପ୍ରବେଶ ଦ୍ୱାର,ଆର୍ଯ୍ୟ ସମାଜର 150ତମ ବାର୍ଷିକ ଉତ୍ସବ ଲୋଗୋମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ପ୍ରତିକୃତି ରହିଛି |ଏହି ବାଲୁକା କଳାକୁ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ 2 ଦିନ ସମୟ ଲାଗିଥିଲା ଏଥିରେ 15000 squre ଫୂଟ ବାଲି ଉପଯୋଗ କରାଯାଇଥିବା ବେଳେ ଏହି ବାଲୁକା କଳାଟି 25 ଫୁଟ ଓସାର ଏବଂ 7 ଫୁଟ ଲମ୍ବା ବିଶିଷ୍ଟ ରହିଛି |
