ଅନ୍ତ ରାଷ୍ଟ୍ରୀୟ କୃଷ୍ଣ ଭାବନା ଅମୃତ ସଂଘ ଦ୍ୱାରା ଦୀପଦାନ ମହୋତ୍ସବ ।
ତାରିଖ-୦୩/୧୧/୨୦୨୫ସ୍ଥାନ-ସର୍ତ୍ତ।ଗୁଡ଼, ଫୁଲବାଣୀ । କନ୍ଧମାଳ, ଫୁଲବାଣୀ, ସ୍ଥାନୀୟ ଫୁଲବାଣୀ ବ୍ଲକ ଅଧିନସ୍ଥ ସ।ର୍ତ୍।ଗୁଡ଼। ଠାରେ ୨୦୧୭ ମସିହାରୁ ଡ, ସୁନିଲ ବେହେରା ଙ୍କ ଦ୍ଵାରା ଇସ୍କନ ପ୍ରତିଷ୍ଠିତ ହୋଇଅଛି । ସୁଦୂର ଭୁବନେଶ୍ୱର ଇସ୍କନ ରୁ ମୁଖ୍ୟ ବ୍ରହ୍ମଚାରୀ ଧୃବାନନ୍ଦଦାସ ବ୍ରହ୍ମଚାରୀ ନୃସିଂହଦାସ ଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାରେ ଗୀତ ଜ୍ଞାନର ପ୍ରଚାରପ୍ରସାର ,ଲୋକଙ୍କୁ କୃଷ୍ଣ ଚେତନା ମୁଖି କରିବା ଇସ୍କନ ରମୁଖ୍ୟ ଲକ୍ଷ୍ୟ ବଲି ମୁଖ୍ୟ ବ୍ରହ୍ମ ଚାରି ଭକ୍ତଙ୍କ ମଧ୍ୟରେ ଏହି କାର୍ତ୍ତିକ ଦମଦାର ମାସର ଉଥାନ ଏକାଦଶୀରେ ଦୀପଦାନ କରି ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଦୀପଦାନ ମହୋତ୍ସବ ର ମୂଳ ମନ୍ତ୍ର । ।ବ୍ରହ୍ମଚାରୀ ନୃସିଂହ ଦାସ ପ୍ରତିଦିନ ଭଜନ କୀର୍ତ୍ତନ କରି, ଗୀତା ପଡି ଜୀବନରେ କୃଷ୍ଣ ମୁଖି ହୋଇ ସୁଖ ପ୍ରାପ୍ତି କରିବା ପାଇଁ ଭକ୍ତ ଙ୍କୁ ପ୍ରବଚନ ଦେଉଥିବା କଥା ଦେଖିବାକୁ ମିଳୁଛି ।ଭକ୍ତଙ୍କ ପାଇଁ ଏହିଠାରେ ପ୍ରତିଦିନ ପ୍ରସାଦ ଆୟଜନ୍ କରାଯାଇଥାଏ ।
