ରକ୍ତଦାନ ଶିବିର
*ଟାଟା ଷ୍ଟିଲ କଳିଙ୍ଗନଗର ଲୋକାର୍ପଣର ୧୦ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଣ୍ଟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର, ରେଡକ୍ରସ ସୋସାଇଟି, ଯାଜପୁର ରୋଡ଼, ରେଡକ୍ରସ ସୋସାଇଟି, କଟକ ର ମିଳିତ ସହଯୋଗ ରେ ଆୟୋଜିତ ରକ୍ତଦାନ ଶିବିରରୁ ୨୮୬ ୟୁନିଟ୍ ରକ୍ତ ସଂଗ୍ରହ*
