ଅବସର ନେଲେ ବାଲିଗୁଡା ସିଡିପିଓ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ

ଅବସର ନେଲେ ବାଲିଗୁଡା ସିଡିପିଓ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ । କନ୍ଧମାଳ ଜିଲ୍ଲା ବାଲିଗୁଡା ସିଡିପିଓ ଶ୍ରୀମତୀ କ୍ରିଷ୍ଣା ପଣ୍ଡା ଅବସର ନେଇଛନ୍ତି! ସେ ୧୯୯୩ ରେ ଶିଶୁଵିକାଶ ପର୍ଯ୍ୟବେକ୍ଷିକା ଭାବେ ଫିରିଙ୍ଗିଆ ବ୍ଲକ ର ବନ୍ଧଗଡ଼ ସେକ୍ଟର ରେ ଯୋଗ ଦେଇଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ସ୍ତରୀୟ ପୁରସ୍କାର ପାଇଥିଲେ, ପେଦୋନ୍ନତି ପାଇଁ ସେ କନ୍ଧମାଳ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ର ପ୍ରୋଗ୍ରାମ ଅଫିସର ଭାବେ ଯୋଗ ଦେଇଥିଲେ , ଜିଲ୍ଲା ସମାଜ ମଙ୍ଗଳ ବିଭାଗ ର ଭାରପ୍ରାପ୍ତ ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱରେ ରହି ସୁଚାରୁ ରୂପେ ଦାୟିତ୍ୱ ତୁଲାଇ ଥିଲେ । ବାଲିଗୁଡା ଶିଶୁବିକାଶ ପ୍ରକଳ୍ପ ପକ୍ଷରୁ ପ୍ରିୟ କର୍ମଚାରୀ ମାନେ ଭାବପୂର୍ଣ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞା ପନ କରିଥିଲେ ।

Leave a Reply

Your email address will not be published. Required fields are marked *