ନଷ୍ଟ ହେଲା 18 ଏକର ବେଆଇନ ଗଞ୍ଜେଇ ଗଛ ।
Place – ସୋରଡ଼ା ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଅନ୍ତର୍ଗତ ଭଲିଆପଡ଼ା ଗାଁରେ ଥିବା ପର୍ବତର ଜଙ୍ଗଲ ଜମିରେ 18 ଏକର ବେଆଇନ ଜମିରେ 49200 ଗଞ୍ଜେଇ ଗଛ କୁ ପୋଡି ନଷ୍ଟ କରାଯାଇଛି l ଆସିକା SDPO ଙ୍କ ତତ୍ତ୍ଵାବଧାନରେ ସୋରଡ଼ା, ବଡଗଡ,ଶେରଗଡ଼,ଧରାକୋଟ , କୋଟିନଡ଼ା ପୋଲିସ ଓ ବଡଗଡ ବନ ବିଭାଗ ର ମିଳିତ ଅପରେସନ ରେ ଭଲିଆପଡ଼ା ଗ୍ରାମ ଜଙ୍ଗଲ ଓ ପର୍ବତରେ ବେଆଇନ ଭାବରେ ଲାଗିଥିବା

ଗଞ୍ଜେଇ ଚାଷ କୁ ନଷ୍ଟ କାରି ଥିବାର ଜଣା ପଢିଛି। ଯାହାର ଆନୁମାନିକ ବଜାର ମୂଲ୍ୟ ହେବ 3 କୋଟି 9 ଲକ୍ଷ୍ୟ ହେବ ବୋଲି ଅନୁମାନ କରାଯାଉଛି । ଏ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ସୂଚନା ଦେଇଛନ୍ତି ସୋରଡ଼ା ଅତିରିକ୍ତ ତହସିଲଦାର ।
