ପିଙ୍କ ପାଣି ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ହ୍ୟୁମାନିଟ୍ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଚତୁର୍ଥ ପଞ୍ଚମ ଶୀତକାଳୀନ ରିଲିଫ କ୍ୟାମ୍ପ ସ୍ଥାନୀୟ ବେଲେଶ୍ଵରପାଟଣା ଓ ସାକ୍ଷୀଗୋପାଳ ନିକଟସ୍ଥ ଛର ଭାଇପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ କୁ ପିଙ୍କ ପାଣି ପକ୍ଷରୁ ପରିଚାଳନା କରାଯାଇଥିଲା। ୨୨୦ ଜଣ ପୁରୁଷ ଓ ମହିଳାଙ୍କୁ ଶୀତ ବସ୍ତ୍ର ଓ କମଳ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବି ଓ ଗ୍ରାମର ମୁଖ୍ୟବ୍ୟକ୍ତିମାନେ ରହି ସମସ୍ତ ପ୍ରକାରର ସହଯୋଗ କରିଥିଲେ। ଶେଷର ପିଙ୍କ ପାଣି ର ପରିଚାଳକ ବିଭୁ ପ୍ରସାଦ ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ

Leave a Reply

Your email address will not be published. Required fields are marked *