ପୁରୀ ପୋଲିସ ପକ୍ଷରୁ ଚାଳିତ ଅପରେସନ ଚକ୍ର ସଫଳ ଅଭିଯାନ

ପୁରୀ ପୋଲିସ ଦ୍ୱାରା ଚାଳିତ ଅପରେସନ “ଚକ୍ର” ଅଭିଯାନରେ ଜିଲ୍ଲାରେ ୧୬୪ ହଜିଯାଇଥିବା ନାବାଳିକା/ନାବାଳକ ଗତ ଚାରି ମାସରେ ଉଦ୍ଧାର।*ପୁରୀ ପୋଲିସ ଦ୍ୱାରା ଚାଳିତ ଅପରେସନ “ଚକ୍ର” ଅଭିଯାନରେ ଜିଲ୍ଲାରେ ହଜିଯାଇଥିବା ନାବାଳିକା/ନାବାଳକ ଓ ପ୍ରାପ୍ତ ବୟସ୍କଙ୍କ ପୁଅ/ଝିଅ ଉଦ୍ଧାରରେ ଏକ ସଫଳତା ମିଳିଛି। ପୁରୀ ପୁଲିସର ନିରନ୍ତର ଚେଷ୍ଟା, ସମସ୍ତ ଥାନା IIC/ OICଙ୍କ ଦୃଢ଼ ପଦକ୍ଷେପ ଓ ସମ୍ପୃକ୍ତ ସମନ୍ୱୟରେ, ଏହି ବୃହତ ଅଭିଯାନକୁ ସଫଳତାରେ ପରିଣତ କରାଯାଇଛି। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ସମଗ୍ର ପୁରୀ ଜିଲ୍ଲାରେ ଅପରେସନ ଚକ୍ର ଡ୍ରାଇଭ ଆରମ୍ଭ କରି ସମସ୍ତ ଥାନା ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦେଶ ଦେଇଥିଲେ—ପ୍ରତ୍ୟେକ ହଜିଯାଇଥିବା ନାବାଳକ ନାବାଳିକା ବା ପ୍ରାପ୍ତ ବୟସ୍କଙ୍କୁ ଶୀଘ୍ର ସମୟରେ ଉଦ୍ଧାର କରିବା। ଅଭିଯୋଗକାରୀ ପରିବାରକୁ ସମ୍ପୂର୍ଣ୍ଣ ଆଶ୍ୱାସନ ଦେବା, ଯେ ପୋଲିସ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିବା ପାଇଁ ସକ୍ରିୟ ଅଛି। ଥାନାମାନଙ୍କୁ ମିସିଂ କେସ ଟ୍ରାକିଂ, ରେଡ଼, ଇଣ୍ଟରସେପ୍ସନ, ଟେକ୍ନିକାଲ ଆନାଲିସିସ ଓ ଇଣ୍ଟରସ୍ଟେଟ କୋଅର୍ଡିନେସନ ଜୋର ଦେବାକୁ ପରାମର୍ଶ କରିଛନ୍ତି। ଏହା ସହ ଗତ ଚାରି ମାସରେ ଅପରେସନ୍ ଚକ୍ର ଅଧୀନରେ ମୋଟ ୭୧ ନାବାଳକ ନାବାଳିକା ଉଦ୍ଧାର ହୋଇଛନ୍ତି। ସିଟି ସବଡିଭିଜନ – ୧୯ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିଟାଉନ ଥାନା – ୦୪ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିସମୁଦ୍ରକୂଳ – ୦୪ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିକୁମ୍ଭାରପଡ଼ା – ୦୯ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିବାସେଳୀସାହି – ୦୧ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିତାଳବଣିଆ – ୦୧ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି ସଦର ସବଡିଭିଜନ – ୧୪ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିସଦର – ୦୩ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିବ୍ରହ୍ମଗିରି – ୦୪ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିକୃଷ୍ଣପ୍ରସାଦ – ୦୨ ଜଣ ନାବାଳିକା ଉଦ୍ଧାର କରାଯାଇଛିଚନ୍ଦନପୁର – ୦୧ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିଗଡ଼ିଶାଗୋଦା – ୦୩ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିଅରଖକୁଦା – ୦୧ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛି ନିମାପଡା ସବଡିଭିଜନ – ୧୪ ଜଣ ନାବାଳିକା ଉଦ୍ଧାର କରାଯାଇଛିନିମାପଡା – ୦୩ ଜଣ ନାବାଳିକା ଉଦ୍ଧାର କରାଯାଇଛିଗୋପ – ୦୨ ଜଣ ନାବାଳିକା ଉଦ୍ଧାର କରାଯାଇଛିକାକଟପୁର – ୦୩ ଜଣ ନାବାଳିକା ଉଦ୍ଧାର କରାଯାଇଛିକୋଣାର୍କ – ୦୨ ଜଣ ନାବାଳିକା ଉଦ୍ଧାର କରାଯାଇଛିରାମଚଣ୍ଡୀ – ୦୩ ଜଣ ନାବାଳିକା ଉଦ୍ଧାର କରାଯାଇଛିଅସ୍ତରଙ୍ଗ – ୦୧ ଜଣ ନାବାଳିକା ଉଦ୍ଧାର କରାଯାଇଛିପିପିଲି ସବଡିଭିଜନ – ୨୪ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିପିପିଲି – ୧୫ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିସତ୍ୟବାଦୀ – ୦୧ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିଡେଲାଙ୍ଗ – ୦୪ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିକଣାସ – ୦୨ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିବଳଙ୍ଗ – ୦୨ ଜଣ ନାବାଳକ ନାବାଳିକା ଉଦ୍ଧାର କରାଯାଇଛିପୁରୀ ପୋଲିସ ଦ୍ୱାରା ଉଦ୍ଧାର ହୋଇଛନ୍ତି ମୋଟ ୯୩ ଜଣ ପ୍ରାପ୍ତ ବୟସ୍କ ଝିଅ/ପୁଅ।ସିଟି ସବଡିଭିଜନ – ୩୮ ଜଣ ଉଦ୍ଧାରସିଂହଦ୍ଵାର – ୦୨ ଜଣ ଉଦ୍ଧାରଟାଉନ – ୦୭ ଜଣ ଉଦ୍ଧାରସମୁଦ୍ରକୂଳ – ୨୨ ଜଣ ଉଦ୍ଧାରବାସେଳୀସାହି – ୦୩ ଜଣ ଉଦ୍ଧାରବଳିଆପଣ୍ଡା – ୦୨ ଜଣ ଉଦ୍ଧାରତାଳବଣିଆ – ୦୨ ଜଣ ଉଦ୍ଧାରସଦର ସବଡିଭିଜନ – ୦୬ ଜଣ ଉଦ୍ଧାରଅରଖକୁଦା ସାମୁଦ୍ରିକ – ୦୧ ଜଣ ଉଦ୍ଧାରକୃଷ୍ଣପ୍ରସାଦ – ୦୪ ଜଣ ଉଦ୍ଧାରଗଡ଼ିଶାଗୋଦା – ୦୧ ଜଣ ଉଦ୍ଧାରନିମାପଡା ସବଡିଭିଜନ – ୨୭ ଜଣ ଉଦ୍ଧାରନିମାପଡ଼ା – ୦୫ ଜଣ ଉଦ୍ଧାରକାକଟପୁର – ୧୬ ଜଣ ଉଦ୍ଧାରଅସ୍ତରଙ୍ଗ – ୦୨ ଜଣ ଉଦ୍ଧାରକୋଣାର୍କ – ୦୩ ଜଣ ଉଦ୍ଧାରରାମଚଣ୍ଡୀ – ୦୧ ଜଣ ଉଦ୍ଧାରପିପିଲି ସବଡିଭିଜନ – ୨୨ ଜଣ ଉଦ୍ଧାରସତ୍ୟବାଦୀ – ୦୫ ଜଣ ଉଦ୍ଧାରଡେଲାଙ୍ଗ – ୧୧ ଜଣ ଉଦ୍ଧାରକଣାସ – ୦୧ ଜଣ ଉଦ୍ଧାରବଳଙ୍ଗା – ୦୫ ଜଣ ଉଦ୍ଧାରନାବାଳକ ନାବାଳିକା ଉଦ୍ଧାର – ୭୧ପ୍ରାପ୍ତ ବୟସ୍କ ଝିଅ ପୁଅ ଉଦ୍ଧାର – ୯୩ଉଦ୍ଧାର ସଂଖ୍ୟା – ୧୬୪ପୁରୀ ପୋଲିସଙ୍କ ଏହି ବୃହତ ଅଭିଯାନ ଲୋକଙ୍କର ପ୍ରତି ଆସ୍ଥା, ପୋଲିସଙ୍କ ପ୍ରତି ଆଶ୍ରୟ ଏବଂ ସମୁଦାୟ ପୋଲିସ ସମ୍ପର୍କକୁ ଆହୁରି ମଜବୁତ କରିଛି।

Leave a Reply

Your email address will not be published. Required fields are marked *