ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂରୀଭୂତ ହେତୁ କଳୀଙ୍ଗିଆ ବସୀ ଙ୍କ ମୁହଁରେ ହସ

ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂରୀଭୂତ ହେତୁ କଳୀଙ୍ଗିଆ ବସୀ ଙ୍କ ମୁହଁରେ ହସ ।
କନ୍ଧମାଳ, କଳୀଙ୍ଗିଆ, ଜି ଉଦୟଗିରି ବ୍ଲକ ର କଳିଙ୍ଗିଆ ଗ୍ରାମ ପଞ୍ଚାୟତ ର କଳିଙ୍ଗିଆ ବସ ଷ୍ଟାଣ୍ଡ ଛକରେ ସୋଲାର ପାଣି ଟାଙ୍କି ସ୍ଥାପନା କରାଯାଇଛି। ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ଦୂର ହେବା ସହ ଛକରେ ଶୌଚାଳୟ ସମସ୍ୟା ଦୁରହେଲା ବୋଲି ସମାଜ ସେବୀ ଅମନ ନାୟକ କହିଛନ୍ତି । ବହୁ ହାରି ଗୁହାରି ପରେ ଯାତ୍ରୀ ମାନଙ୍କ ଶୌଚ ଓ ପାନୀୟ ଜଳ ସମସ୍ୟା ଦୂର ହୋଇ ପାରିଛି । ଏହିଥିପାଇଁ କଲିଙ୍ଗିଆ ବାସୀଙ୍କ ମୁହଁରୁ ହସ ଫୁଟିଥିବା ଦେଖିବାକୁ ମିଳୁଛି ।ପଞ୍ଚାୟତରେ ଆହୁରି ଅନେକ ସମସ୍ୟା ଅଛି ଦେଖିବାକୁ ବାକିରହିଲ। ସମସ୍ୟା ଗୁଡ଼ିକ କେବେ ସରକାରଙ୍କ ତରଫରୁ ପୁରଣ କରାଯାଉଅଛି ବୋଲି ପଞ୍ଚାୟତ ବ।ସୀ କହିବା ଶୁଣିବାକୁ ମିଳୁଅଛି ।

Leave a Reply

Your email address will not be published. Required fields are marked *