ସିମ କାର୍ଡ ଜାଲିଆତି କାରବାର ରେ ଦିଲ୍ଲୀ ସାହୀନ ବାଗ ପୋଲିସ ଭଦ୍ରକରୁ ଜଣଙ୍କୁ ଉଠାଇ ନେଇଛନ୍ତି,

ସିମ କାର୍ଡ ଜାଲିଆତି କାରବାର ରେ ଦିଲ୍ଲୀ ସାହୀନ ବାଗ ପୋଲିସ ଭଦ୍ରକରୁ ଜଣଙ୍କୁ ଉଠାଇ ନେଇଛନ୍ତି, ସେ ହେଉଛନ୍ତି ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ମଞ୍ଜୁରୀରୋଡ଼ ଅଞ୍ଚଳରେ ସନ୍ତୋଷ ଖଣ୍ଡାଇ କୁ ଗିରଫ କରି ଦିଲ୍ଲୀ ପୋଲିସ ନେଇଛନ୍ତି. ଏହି ଅନଲାଇନ ଠକେଇ ସିମ ଜାଲିଆତି ରେ ଆଉ ଜଣେ ସହଯୋଗୀ ବନ୍ତ ଥାନା ଅଞ୍ଚଳରେ ମହେଶ୍ୱର ପୁଣ୍ଟିଆ ଙ୍କୁ 41 ନୋଟିସ ରେ ଛାଡି ଦେଇଛନ୍ତି ବୋଲି ଭଦ୍ରକ ଏସପି କହିଛନ୍ତି, ଏହି ମାନଙ୍କ ସିମ ଜାଲିଆତି କଟକ ଜିଲ୍ଲାରୁ ଲୋକମାନେ ଆସି ନେଇଥାନ୍ତି ବୋଲି ଭଦ୍ରକ ଏସପି କହିଛନ୍ତି.ଏମାନେ ଦିଲ୍ଲୀ ବମ ବିସ୍ପୋରଣ ର କୌଣସି ଲିଙ୍କ ନାହିଁ, ସମ୍ପୂର୍ଣ ସାଇବର ଫର୍ଡ ବୋଲି ଭଦ୍ରକ ଏସପି ମନୋଜ କୁମାର ରାଉତ କହିଛନ୍ତି.

Leave a Reply

Your email address will not be published. Required fields are marked *