ରାଜ୍ୟ ସ୍ତରୀୟ ଚକାଆଖି କ୍ରିକେଟ କପ
ରାଜ୍ୟ ସ୍ତରୀୟ ଚକାଆଖି କ୍ରିକେଟ କପ
ତୃତୀୟ କ୍ଵାଟର ଫାଇନାଲରେ ଭୁବନେଶ୍ୱର ବିଜୟୀ
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସହାଣିଡ଼ିହ ପଂଚାୟତ ରାମଚନ୍ଦ୍ରପୁର ର ଚକାଆଖି ସ୍ପୋର୍ଟିଙ୍ଗ କ୍ଲବ ଆନୁକୂଲ୍ୟରେ 29ତମ ସର୍ବଭାତତୀୟ ଚକାଆଖି କପ କ୍ରିକେଟ ଟୁର୍ନାମେଣ୍ଟ ହୋଇଯାଇଥିବା 3ୟ ୱାଟର ଫାଇନାଲ ମ୍ୟାଚ ରେ ଝାଡାଖଣ୍ଡକୁ ହରାଇ ବାପୁଜୀ ସ୍ପୋର୍ଟିଙ୍ଗ ଭୁବନେଶ୍ୱର ସେମିରେ. ପ୍ରଥମ ବାପୁଜୀ ସ୍ପୋର୍ଟିଙ୍ଗ କ୍ଲବ ଟଚ ଜିତି ବ୍ୟାଟିଂ ର ନିଷ୍ପତି ନେଇଥିଲା ନିର୍ଧାରିତ 25ଓଭର ରେ 4ଉଇକେଟ ହରାଇ 353ରନ ସଂଗ୍ରହ କରିଥିବା ବେଳେ ଇଉନିଅନ ସ୍ପୋର୍ଟିଙ୍ଗ ଝାଡଖଣ୍ଡ 22ଓଭର ଖେଳି 156ରନ କରି ଅଲଆଉଟ ହୋଇଯାଇଥିଲା ବାପୁଜୀର ଜୟନ୍ତ କେବତ 69ବଲ ଖେଳି 172ରନ କରିମୁଖ୍ୟ ଅତିଥି ପର୍ବତଆରୋହୀ ଶ୍ରୀଯୁକ୍ତ ସତ୍ୟବ୍ରତ ଦାଶଙ୍କ ଠାରୁ ମ୍ୟାନ ଅପ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ. ଦୁଇ ଅମ୍ପେୟାର ଡିଜେନ୍ଦ୍ର ଘୋଷ ଓ ତ୍ରିଲୋଚନ ଦାଶ ସ୍କୋରର ଜଗନ୍ନାଥ କରଣ ଖେଳପରିଚାଳନାରେ ମୁଖ୍ୟ ଉପଦେଷ୍ଟା ସରୋଜ ରାଉତ ସଭାପତି ଅର୍ଜୁନ କରଣ ସମ୍ପାଦକ ମକରନ୍ଦ ସ୍ୱାଇଁ କୁଶ ରାଉତ ଭୋଳାନାଥ ସାହୁ ଶ୍ରୀଧର ପ୍ରଧାନ ବଲ୍ଲଭ କରଣ ଅନିରୁଦ୍ଧ ପତ୍ର ବଳରାମ ସ୍ୱାଇଁ ସୁବାଷ ଆଲୋକ ସୁଶାନ୍ତ କରିଥିଲେ
