ରାଧାରମଣ ଫାଉଣ୍ଡେସନ ର ୩୬ ତମ ପ୍ରତିଷ୍ଠା ଦିବସ
ରାଧାରମଣ ଫାଉଣ୍ଡେସନ ର ୩୬ ତମ ପ୍ରତିଷ୍ଠା ଦିବସ ରେ ତା ୧୦.୧.୨୦୨୬ ରିଖରେ ମୋର ପୂର୍ବରୁ ବିଭିନ୍ନ ଖବରକାଗଜରେ ପ୍ରକାଶିତ ଆଲେଖ୍ୟ ର ଦ୍ଵିତୀୟ ସଂସ୍କରଣ “କିଛି ସତ୍ୟ କିଛି ତଥ୍ୟ” ନାମରେ ଉନ୍ମୋଚିତ ହୋଇଯାଇଛି ଉପସ୍ଥିତ ବରେଣ୍ୟ ଅତିଥି:- ଶ୍ରୀଜଗନ୍ନାଥ ମନ୍ଦିର ଛତିଶା ନିଯୋଗ ର ମହାନାୟକ ଶ୍ରୀ ଜନାର୍ଦ୍ଦନ ପଟ୍ଟୋଯୋଷୀ ମହାପାତ୍ର, ପୂର୍ବତନ ରାଷ୍ଟ୍ରଦୂତ ଡଃ ମଳୟ ମିଶ୍ର, ଅନୁଷ୍ଠାନ ର ସଭାପତି ଟାଟା ମେନ୍ ହସ୍ପିଟାଲରେ କାର୍ଯ୍ୟରତ ଡଃ ଜଗନ୍ନାଥ ଆଚାର୍ଯ୍ୟ, ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ନିର୍ଦ୍ଦେଶକ ଡ଼ଃ ପ୍ରଭାତ କୁମାର ମହାପାତ୍ର. କଲିକତା କାଳୀଙ୍କ ମୁଖ୍ୟ ଚଣ୍ଡୀ ପାଠକ ପଣ୍ଡିତ ଦେବାଶିଷ ଚକ୍ରବର୍ତ୍ତୀ, ଅନୁଷ୍ଠାନ ସମ୍ପାଦକ ଶ୍ରୀ ଗୁରୁଚରଣ ଦାସ ଭାରତ ସରକାରଙ୍କ ଅତିରିକ୍ତ ଶାସନ ସଚିବ ବିଶ୍ବରଂଜନ ସାମଲ, ସ୍ବାମୀ ଶିବାନନ୍ଦ ଗିରି, ସ୍ଵାମୀ ଗୁରୁପ୍ରସାଦାନନ୍ଦ ସରସ୍ଵତୀ, ସ୍ବାମୀ ଵ୍ରହ୍ମନିଷ୍ଠାନନ୍ଦ ସରସ୍ଵତୀ ଓ ମୋର ପଣ୍ଡିତ ସଦାଶିବ ମିଶ୍ର ମହୋଦୟ
