ପୁରୀ ଜିଲ୍ଲା ସ୍କୁଲ ୨୦୦୬ ବ୍ୟାଚ ର ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ

ସମାଜ ଅନେକ କିଛି ଶିଖାଇଛି, ଅନେକ କିଛି ଦେଇଛି ଦଇଛି।ଆଜି ସମାଜକୁ ସମୟ ଦେବ ଦେବାର ସମୟ ଆସିଛି । ଏମିତି ଏମିତି ଏକ ଲକ୍ଷ ନେଇ ପୁରୀ ଜିଲ୍ଲା ସ୍କୁଲ 2006 ବ୍ୟାଚ ର ଛାତ୍ର ଛାତ୍ରୀ ମାନେ ଏକାଠି ହୋଇଥିଲେ ।କର୍ମମୟ ଜୀବନରୁ ଘଣ୍ଟାଏ ବାହାର କରି ସମାଜ ସମାଜ ପାଇଁ କିଛି କରିବାବ ବାକୁ ସଂକଳ୍ପ ନେଇଛନ୍ତି ବନ୍ଧୁ ମାନଙ୍କର ଇଣ୍ଟରନେଟ ଯୁଗରେ ସମସ୍ତ ଛାତ୍ର ଛାତ୍ର ଛାତ୍ରୀ ବନ୍ଧୁ ବନ୍ଧୁ ମାନଙ୍କ ନିକଟରୁ ଦୂରେଇ ରହୁଥ‌ିବା ବେଳେ ଆଯି ଏକାଠି ହୋଇଥିଲେ ।ସମସ୍ତେ ନୂତନ ଜିନିଷକୁ ଆଦର କରୁଥିବା ବେଳେ ବନ୍ଧୁ ହେଉଛି ଏକ ଏମିତି ଶବ୍ଦ ଯାହା ଯେତେ ପୁରୁଣା ହେଲେବି ଆଦର ଲାଗିଥାଏ ।ରକ୍ତର ସମ୍ପର୍କ ନହେଲେ ମଧ୍ୟ ନିଜ ଭାଇ ଭଉଣୀ ଭଳି ଅନୁଭବ ହୋଇଥାଏ ।

ଏଭଳି ବନ୍ଧୁ ମାନଙ୍କୁ ଏକତ୍ର କରି କରିବା ନିମନ୍ତେ ସରୋଜ କୁମାର ମଲ୍ଲିକ, ମିର ରିୟାଜତ ଅଲି, କଳ୍ପତର ସାହୁ,ଲୋକନାଥ ବେହେରା,ଅଣ୍ଟା ଭିଡ଼ିଥିଲେ ଏବଂ ବନ୍ଧୁ ମାନଙ୍କୁ ଏକତ୍ରିତ କରି ଆଜିର କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ଏଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଚାଲୁ ରହିବ ତେଣୁ ସମସ୍ତେ ନିଜର ବ୍ୟସ୍ତ ବହୁଳ ଜୀବନରେ କିଛି ସମୟ ବାହାର କରି ଏକତ୍ରିତ ହେବାକୁ ସରୋଜ ଅନୁରୋଧ କରିଥିଲେ ।ଏହାପରେ ସମସ୍ତ ବନ୍ଧୁ ମାନଙ୍କ ମଧ୍ୟରେ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ କରାଯିବା ସହ କେକ୍ କାଟି ଆଜିର ଦିନକୁ ବେଶ୍ ଆନନ୍ଦର ସହ ଉପଭୋଗ କରିଥିଲେ l

Leave a Reply

Your email address will not be published. Required fields are marked *