ବିଦ୍ୟାଧାତ୍ରୀ ମା ସରସ୍ବତୀ ଙ୍କ ପୂଜା ଅର୍ଚନା ଧୂମଧାମରେ ପାଳନ

ଯାଜପୁର ଜିଲ୍ଲା ବିଞ୍ଝାରପୁର ର ଆଉରି ଗ୍ରାମପଞ୍ଚାୟତ ର ଡିହକୁଳା ଗ୍ରାମର ଯୁବକ ସଂଘ ତରଫରୁ ସାରସ୍ବତୀପୂଜା କମିଟି ବାର ବର୍ଷର ଅନୁଷ୍ଠାନ ଯେକି ପନ୍ଧର ଜଣ ସଦଶ୍ୟ ଏହି ଅନୁଷ୍ଠାନ ଟିକୁ ପରିଚାଳନା କରୁଅଛନ୍ତି, ଏହି ଅନୁଷ୍ଠାନ ର ସଭାପତି ମାନସ ରଞ୍ଜନ ଓଝା ସମ୍ପାଦକ ଚିକୁ କୁମାର ଗୁଡୁ ବାରିକ ରତାନ୍ କର ଓଝା ଓଆଲୋକ ଚନ୍ଦ୍ର ବାରିକ ଓମ୍ ପ୍ରକାଶ ବାରିକ ରଶ୍ମୀ ରେଖା ବାରିକ ମୁନି ପୂଜା ଓ ଅନ୍ୟ ସଦଶ୍ୟ ଙ୍କ ଉଦ୍ୟମରେ ଏହି ଅନୁଷ୍ଠାନ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାତଦିନ ଧରି ପରିଚାଳନା ହୁଏ, ଭଜନ ସନ୍ଦ୍ୟା, ନାଚ ଗୀତ ଗ୍ରାମଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯବା ର ସୂଚନା ରହିଛି , ଏହି ଅନୁଷ୍ଠାନ ର ସଦସ୍ୟମାନେ ସାମାଜିକ କାର୍ଯ୍ୟକ୍ରମ ମଧ୍ୟ କରାଯାଏ , ରୋଗୀ ସେବା ଭିନ୍ନକ୍ଷମ କ୍ଷଙ୍କୁ ସହାୟତା, ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ହାତକୁ ନେଇ ଅନୁଷ୍ଠାନ ଟି ପରିଚାଳିତ, ଡିହକୁଳା ର ଅନ୍ୟ ତିନୁଟି ଗୋଟି ସରସ୍ବତୀ ପୂଜା କମିଟି ଆଜିର ଯୁବକ ମାନେ ମା ସରସ୍ବତୀ ଙ୍କୁ ବହୁ ଭକ୍ତି ର ସହ ପୂଜା କରିବାର ନିଦର୍ଶନ ଅଛି, ତେଣୁ ସେସବୁ ଅନୁ ଷ୍ଠାନ ର ସଦଶ୍ୟ ମାନଙ୍କର ପ୍ରତିକ୍ରିୟା ମିଳିପାରିନାହିଁ , ସବୁ ଅନୁଷ୍ଠାନ ର ଭସାଣି ଉତ୍ସବ ଧୁମ ଧାମ ରେ ପାଳନ କରାଯାଏ,

Leave a Reply

Your email address will not be published. Required fields are marked *