ସମାଜ ମଙ୍ଗଳ ହୁଣ୍ଡୀଦାନ କାର୍ଯ୍ୟକ୍ରମ

ସମାଜ ମଙ୍ଗଳ ହୁଣ୍ଡୀଦାନ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲା ଓଳଗ। ପଞ୍ଚାୟତ ,ଆରଡ଼ି,ଚାନ୍ଦବାଲି ବ୍ଲକ ର ସାଠିବାଙ୍କୁଡ଼ା, କର୍କଟ ପୀଡ଼ିତା ମୃତକ ଅମିତା ଯେନାଙ୍କ ଶୁଦ୍ଧି କ୍ରିୟା ନିମିତ୍ତ ସହାୟତା ରାଶି ପ୍ରଦାନ କରାଗଲା! କିଛି ଦିନ ଧରି ଆଦାୟ ଅର୍ଥ ରାଶି ସର୍ବ ସମ୍ମୁଖରେ ଭଙ୍ଗା ଯାଇ ସାତ ହଜାର ଦୁଇ ଟଙ୍କା ପ୍ରଦାନ କରାଗଲା! ଭଦ୍ରକ ଜିଲ୍ଲା ରକ୍ତ ସଂଗଠନ ସଭାପତି ମିଥୁନ ଯେନାଙ୍କ ସଂଯୋଜନା ରେ ସମାଜସେବୀ ଦିବ୍ୟଲୋଚନ ନାୟକ, ଓଳଗ ସରପଞ୍ଚ ପ୍ରଫୁଲ ବେହେରା, ଯୁବ ନେତା ସତ୍ୟ ପ୍ରକାଶ ନାୟକ, ନବଜୀବନ ଫାଉଣ୍ଡେସନ ଓଡ଼ିଶା ମୁଖ୍ୟ ମାନସ ରଞ୍ଜନ ସାହୁ, ସଂଗଠକ ଦୀପ୍ତି ରଞ୍ଜନ ବିଶ୍ୱାଳ, ଦୀପକ ମଲ୍ଲିକ,ସଦସ୍ୟା ଶୁଭସ୍ମିତା ପଲାଇ, ମଧୁସ୍ମିତା ପଲାଇ,ଇତିସ୍ମିତା ପଲାଇ, ସସ୍ମିତା ପଲାଇ, ସ୍ମରଣୀକା ବିଶ୍ୱାଳ, ଦିବ୍ୟଜୋତି ଯେନା,ସୌମ୍ୟ ରଞ୍ଜନ ସାହୁ ଆଦି ସାମିଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ!

Leave a Reply

Your email address will not be published. Required fields are marked *