ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହୋଇଛି ନୂଆ ରେଳ ଟ୍ରାକ୍‌

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହୋଇଛି ନୂଆ ରେଳ ଟ୍ରାକ୍‌l ୨୦୧୪-୨୫ ମଧ୍ୟରେ ୨,୧୫୦ କିଲୋମିଟର ଟ୍ରାକ୍‌ କାର୍ଯ୍ୟକ୍ଷମ ହୋଇଛି, ୨୦୦୯-୧୪ ରେ ୨୬୭ କିଲୋମିଟର କାର୍ଯ୍ୟକ୍ଷମ ହୋଇଥିଲାଖୋର୍ଦ୍ଧା ରୋଡ୍-ବଲାଙ୍ଗିରର ୨୨୬ କିଲୋମିଟର ନୂତନ ଲାଇନ କାର୍ଯ୍ୟକ୍ଷମ ହୋଇଛି, ଅବଶିଷ୍ଟ ୭୫ କିଲୋମିଟର ଦଶପଲ୍ଲା-ପୁରୁଣାକଟକ ସେକ୍ସନରେ ସମସ୍ତ ସାତଟି ସୁଡ଼ଙ୍ଗ ଖନନ ସରିଛିସାଲେଗାଁ-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ଲାଇନର ୫୭ କିଲୋମିଟର ଟ୍ରାକ୍‌ କାର୍ଯ୍ୟକ୍ଷମ ହୋଇଛି; ଅବଶିଷ୍ଟ ୨୮ କିଲୋମିଟରରେ ୬ଟି ପ୍ରମୁଖ ସେତୁ ଏବଂ ୨ଟି ଷ୍ଟେସନ କାର୍ଯ୍ୟକ୍ଷମ ହୋଇଛିନୂଆଦିଲ୍ଲୀ, ୧୩ ମାର୍ଚ୍ଚଓଡ଼ିଶାରେ ରେଳବାଇ ବ୍ୟାପକ ଭାବରେ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ହାତକୁ ନେଇଛି।ରେଳ ବଜେଟ୍:ଗତ କିଛି ବର୍ଷ ମଧ୍ୟରେ ବଜେଟ୍ ଆବଣ୍ଟନ ଯଥେଷ୍ଟ ବୃଦ୍ଧି ପାଇଛି। ଓଡ଼ିଶାରେ ସମ୍ପୂର୍ଣ୍ଣ/ଆଂଶିକ ଭାବରେ ଭିତ୍ତିଭୂମି ପ୍ରକଳ୍ପ ଏବଂ ସୁରକ୍ଷା କାର୍ଯ୍ୟ ପାଇଁ ବଜେଟ୍ ଆବଣ୍ଟନ ପରିମାଣ ନିମ୍ନରେ ଦିଆଗଲା।ଅବଧିବ୍ୟୟ ଅଟକଳ୨୦୦୯-୧୪୮୩୮ କୋଟି ଟଙ୍କା/ବାର୍ଷିକ୨୦୨୫-୨୬୧୦,୫୯୯ କୋଟି ଟଙ୍କା (ପ୍ରାୟ ୧୩ ଗୁଣ ଅଧିକ)ଟ୍ରାକ୍‌ ନିର୍ମାଣ୨୦୦୯-୧୪ ଏବଂ ୨୦୧୪-୨୫ ମଧ୍ୟରେ ଓଡ଼ିଶାରେ ସମ୍ପୂର୍ଣ୍ଣ/ଆଂଶିକ ଭାବରେ ନୂତନ ଟ୍ରାକ୍ କାର୍ଯ୍ୟକ୍ଷମ ହେବା/ବିଛାଇବାର ବିବରଣୀ ନିମ୍ନରେ ଉଲ୍ଲେଖ କରାଗଲା:ଅବଧିକାର୍ଯ୍ୟକ୍ଷମ ନୂଆ ଟ୍ରାକ୍‌ବାର୍ଷିକ ହାରାହାରୀ କାର୍ଯ୍ୟକ୍ଷମ ହୋଇଥିବା ନୂଆ ଟ୍ରାକ୍‌୨୦୦୯-୧୪୨୬୭ କିମି୫୩ କିମି୨୦୧୪-୨୫୨,୧୫୦ କିମି୧୯୫ କିମି(୩.୫ ଗୁଣରୁ ଅଧିକ)ପ୍ରକଳ୍ପ ମଞ୍ଜୁର:୦୧.୦୪.୨୦୨୫ ସୁଦ୍ଧା, ଓଡ଼ିଶାରେ ସମ୍ପୂର୍ଣ୍ଣ/ଆଂଶିକ ଭାବରେ ୬୭,୪୯୬ କୋଟି ଟଙ୍କାର ମୋଟ ୪୦୧୦ କିଲୋମିଟର ଲମ୍ବ ବିଶିଷ୍ଟ ୪୯ଟି ପ୍ରକଳ୍ପ (୧୯ ନୂତନ ଲାଇନ ଏବଂ ୩୦ ଦୋହରୀକରଣ) ମଞ୍ଜୁର ହୋଇଛି। ଏଥିମଧ୍ୟରୁ ୧,୪୨୯ କିଲୋମିଟର ଲମ୍ବ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି ଏବଂ ମାର୍ଚ୍ଚ ୨୦୨୫ ସୁଦ୍ଧା ୨୮,୦୪୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାର ସାରାଂଶ ନିମ୍ନରେ ଦିଆଗଲା:ବର୍ଗମଞ୍ଜୁର ହୋଇଥିବା ମୋଟ୍‌ ପ୍ରକଳ୍ପଗୁଡ଼ିକର ସଂଖ୍ୟାମୋଟ୍‌ ଲମ୍ବ ଏନଏଲ/ଜିସି/ଡିଏଲ (କିଲୋମିଟରରେ)ମାର୍ଚ୍ଚ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହୋଇଥିବା ଲମ୍ବମାର୍ଚ୍ଚ ୨୦୨୫ ସୁଦ୍ଧା ମୋଟ୍‌ ବ୍ୟୟ(₹ in Cr)ନୂଆଲାଇନ୧୯୧,୫୪୪୨୫୬୬,୨୭୦ଦୋହରୀକରଣ/ବହୁଗୁଣିତ କରିବା୩୦୨,୪୬୬୧,୧୭୩୨୧,୭୭୩ମୋଟ୍‌୪୯୪,୦୧୦୧,୪୨୯୨୮,୦୪୩ନିକଟରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକ:ଓଡ଼ିଶାରେ ସମ୍ପୂର୍ଣ୍ଣ/ଆଂଶିକ ଭାବରେ ସମାପ୍ତ ହୋଇଥିବା କିଛି ପ୍ରକଳ୍ପର ବିବରଣୀ ନିମ୍ନରେ ଦିଆଯାଇଛି:କ୍ରଂସଂପ୍ରକଳ୍ପର ନାମବ୍ୟୟ ପରିମାଣ(କୋଟି ଟଙ୍କାରେ)୧ଦୈତାରୀ-ବାଂଶପାଣି ନୂତନ ଲାଇନ ଏବଂ ଜାଖପୁରା-ହରିଦାସପୁର ତୃତୀୟ ଲାଇନ (୧୭୯ କିମି)୧,୩୧୭୨ଝାରସୁଗୁଡା – ସର୍ଡେଗା ନୂଆ ଲାଇନ (୫୦ କିମି)୧,୫୯୮୩ହରିଦାସପୁର-ପାରାଦୀପ ନୂତନ ଲାଇନ (୮୨ କିମି)୨,୩୯୭୪ଅନୁଗୁଳ-ସୁକିନ୍ଦା ନୂତନ ଲାଇନ (୧୦୪କିମି)୨,୮୩୪୫ଚମ୍ପା-ଝାରସୁଗୁଡ଼ା ତୃତୀୟ ଲାଇନ୍‌ (୧୫୨କିମି)୧,୨୨୭୬ସମ୍ବଲପୁର-ଟିଟଲାଗଡ଼ ଦୋହରୀକରଣ (୧୮୨ କିମି)୨,୨୬୨୭ରାଉରକେଲା- ଝାରସୁଗୁଡ଼ା ତୃତୀୟ ଲାଇନ (୧୦୧ କିମି)୧,୩୧୩୮ବାଂଶପାଣି-ଦୈତାରୀ-ଟୋମକା-ଜଖପୁରା ଲାଇନ୍‌ ଦୋହରୀକରଣ (୧୬୪କିମି)୧,୮୨୭୯ସମ୍ବଲପୁର-ତାଳଚେର ଦୋହରୀକରଣ (୧୭୪ କିମି)୧,୫୩୯୧୦ରାୟପୁର – ଟିଟଲାଗଡ଼ ଦୋହରୀକରଣ (୨୦୩ କିମି)୧,୧୭୧୧୧ଝାରସୁଗୁଡ଼ା-ସରଡେଗା ଦୋହରୀକରଣ (୫୦କିମି)୩,୨୦୦ଜାରି ରହିଥିବା ପ୍ରକଳ୍ପ:ଏହା ବ୍ୟତୀତ, ଓଡ଼ିଶାରେ ସମ୍ପୂର୍ଣ୍ଣ/ଆଂଶିକ ଭାବରେ ହାତକୁ ନିଆଯାଇଥିବା କିଛି ମୁଖ୍ୟ ପ୍ରକଳ୍ପର ବିବରଣୀ ନିମ୍ନରେ ଦିଆଗଲା:କ୍ରଂସଂପ୍ରକଳ୍ପର ନାମମୋଟ୍‌ ଖର୍ଚ୍ଚ (କୋଟି ଟଙ୍କାରେ)୧ଜୁନାଗଡ଼-ନବରଙ୍ଗପୁର ନୂତନ ଲାଇନ୍‌ (୧୧୬ କିମି)୨,୮୬୫୨ନବରଙ୍ଗପୁର-ଜୟପୁର ନୂଆ ଲାଇନ୍‌ (୪୧ କିମି)୭୪୮୩ଜୟପୁର-ମାଲକାନଗିରି ନୂଆ ଲାଇନ୍‌ (୧୩୦ କିମି)୨,୩୪୪୪ମାଲକାନଗିରି-ପାଣ୍ଡୁରଙ୍ଗପୁରମ୍‌ ନୂଆ ଲାଇନ୍‌ (୧୭୪ କିମି)୩,୫୯୨୫ବୁଡ଼ାମରା-ଚାକୁଳିଆ ନୂଆ ଲାଇନ୍‌ (୬୦ କିମି)୧,୪୫୯୬ଗୁଣପୁର-ଥେରୁବାଲି ନୂଆ ଲାଇନ୍‌ (୭୪ କିମି)୧,୧୬୬୭ପୁରୀ-କୋଣାର୍କ ନୂଆ ଲାଇନ୍‌ (୩୨ କିମି)୪୯୨୮ବାଦାମପାହାଡ଼-କେନ୍ଦୁଝରଗଡ଼ ନୂଆ ଲାଇନ୍‌ (୮୨ କିମି)୧,୮୭୬୯ବାଙ୍ଗିରିପୋଷି-ଗୋରୁମହିଷାଣୀ ନୂଆ ଲାଇନ୍‌ (୮୬ କିମି)୨,୨୬୯୧୦ବରଗଡ଼ ରୋଡ-ନୂଆପଡ଼ା ରୋଡ୍‌ ନୂଆ ଲାଇନ୍‌ (୧୩୮ କିମି)୨,୬୨୨୧୧ବିଜୟନଗରମ-ଟିଟିଲାଗଡ଼ ତୃତୀୟ ଲାଇନ୍‌ (୨୬୫ କିମି)୬,୯୯୬୧୨ତାଳଚେରଠାରେ ଫ୍ଲାଇଓଭର ସହିତ ଜରପଡ଼ା-ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ୍‌ (୧୦୧ କିମି)୮୧୦୧୩ବୁଢ଼ାପଙ୍କ-ସାଲେଗାଁ ଭାୟା ରାଜଆଠଗଡ଼ ତୃତୀୟ ଓ ଚତୁର୍ଥ ଲାଇଡ଼ (୧୦୭କିମି)୨,୦୨୩୧୪ନିର୍ଗୁଣ୍ଡି-ବିଜୟନଗରମ୍‌ ତୃତୀୟ ଲାଇନ୍‌ (୩୮୫କିମି)୪,୯୬୩୧୫କୋଟାଭାଲସା-କୋରାପୁଟ ଲାଇନ୍‌ ଦୋହରୀକରଣ (୧୮୯କିମି)୨,୫୦୦୧୬କୋରାପୁଟ-ସିଙ୍ଗାପୁର ରୋଡ୍‌ ଲାଇନ୍‌ ଦୋହରୀକରଣ (୧୬୫କିମି)୨,୩୬୨୧୭ଜଗଦଲପୁର-କୋରାପୁଟ ଲାଇନ୍‌ ଦୋହରୀକରଣ (୧୦୭ କିମି)୧,୫୪୭୧୮ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲାଇନ୍‌ (୨୦୬କିମି)୨,୫୯୬୧୯ବନ୍ଦମୁଣ୍ଡା-ରାଞ୍ଚି ଲାଇନ୍‌ ଦୋହରୀକରଣ (୧୫୯ କିମି)୩,୦୨୯୨୦ନାରାୟଣଗଡ଼-ଭଦ୍ରକ ତୃତୀୟ ଲାଇଡ଼ (୧୫୩ କିମି)୨,୧୩୬୨୧ଭଦ୍ରକ – ନିର୍ଗୁଣ୍ଡି ତୃତୀୟ ଲାଇଡ଼ (୯୨ କିମି)୧,୨୮୪କିଛି ପ୍ରମୁଖ ପ୍ରକଳ୍ପର ଅଗ୍ରଗତି ନିମ୍ନରେ ଉଲ୍ଲେଖ କରାଗଲା:୧. ଖୋର୍ଦ୍ଧା ରୋଡ୍-ବଲାଙ୍ଗିର (୩୦୧ କିଲୋମିଟର) ନୂତନ ଲାଇନ: ପ୍ରକଳ୍ପର ସଦ୍ୟତମ ମୂଲ୍ୟ ୫,୦୮୯ କୋଟି ଟଙ୍କା । ଏହି ପ୍ରକଳ୍ପ ପାଇଁ ମାର୍ଚ୍ଚ, ୨୦୨୫ ସୁଦ୍ଧା ୪,୩୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୧୯୩୮ କୋଟି ଟଙ୍କା ମଧ୍ୟ ଯୋଗାଇ ଦିଆଯାଇଛି। ପ୍ରକଳ୍ପର ସ୍ଥିତି ନିମ୍ନଲିଖିତ:-ଖୋର୍ଦ୍ଧା ରୋଡ୍ – ଦଶପଲ୍ଲା (୧୦୬ କିଲୋମିଟର): କାର୍ଯ୍ୟକ୍ଷମଦଶପଲ୍ଲା – ପୁରୁଣାକଟକ (୭୫ କିଲୋମିଟର): କାର୍ଯ୍ୟକ୍ଷମ କରାଯାଇଛି।ପୁରୁଣାକଟକ – ବଲାଙ୍ଗିର (୧୨୦ କିଲୋମିଟର) : କାର୍ଯ୍ୟକ୍ଷମଦଶପଲ୍ଲା – ପୁରୁଣାକଟକ (୭୫ କିଲୋମିଟର) ର ସ୍ଥିତି ନିମ୍ନରେ ଦିଆଗଲା:-କ୍ରଂସଂକାର୍ଯ୍ୟପରିସରସ୍ଥିତି୧ସୁଡ଼ଙ୍ଗ୭ଟି (୧୧.୯୬ କିଲୋମିଟର)୬ଟି ସମ୍ପୂର୍ଣ୍ଣ ହୋଇଛି (୭.୭ କିଲୋମିଟର)। ବାକି ଗୋଟିଏ ସୁଡ଼ଙ୍ଗରେ କାମ ଆରମ୍ଭ ହୋଇଛି।୨ଗୁରୁତ୍ୱପୂର୍ଣ୍ଣ ସେତୁ୫ସବୁ ସମ୍ପୂର୍ଣ୍ଣ ହୋଇଛି୩ଷ୍ଟେସନ୍ କୋଠା୫କାର୍ଯ୍ୟଗୁଡ଼ିକ ହାତକୁ ନିଆଯାଇଛି୨. ସାଲେଗାଁ – ବୁଢାପଙ୍କ (୮୫ କିଲୋମିଟର) ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ଲାଇନ ନିର୍ମାଣ: କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକଳ୍ପର ସ୍ଥିତି ନିମ୍ନରେ ଦିଆଯାଇଛି:-ସାଲେଗାଁ – ରାଜଆଠଗଡ଼ (୨୩ କିଲୋମିଟର): କାର୍ଯ୍ୟକ୍ଷମରାଜଆଠଗଡ଼ – ଢେଙ୍କାନାଳ (୨୦ କିଲୋମିଟର): ଭୂମି ଅଧିଗ୍ରହଣ ଏବଂ ଜଙ୍ଗଲ ଜମି ପରିବର୍ତ୍ତନ ସମ୍ପୂର୍ଣ୍ଣ ହୋଇଛି। ୪ଟି ପ୍ରମୁଖ ସେତୁ ସମାପ୍ତ ହୋଇଛି। ବାକି କାର୍ଯ୍ୟ ଆରମ୍ଭ ହୋଇଛି।ଢେଙ୍କାନାଳ – ମେରାମୁଣ୍ଡଳି (୩୪ କିଲୋମିଟର): କାର୍ଯ୍ୟକ୍ଷମମେରାମୁଣ୍ଡଳି – ବୁଢାପଙ୍କ (୮ କିଲୋମିଟର): ଭୂମି ଅଧିଗ୍ରହଣ ଏବଂ ଜଙ୍ଗଲ ଜମି ପରିବର୍ତ୍ତନ ସମ୍ପୂର୍ଣ୍ଣ ହୋଇଛି। ୨ଟି ପ୍ରମୁଖ ସେତୁ ଏବଂ ୨ଟି ଷ୍ଟେସନ ସମାପ୍ତ ହୋଇଛି। ବାକି କାର୍ଯ୍ୟ ଆରମ୍ଭ ହୋଇଛି।ଯେକୌଣସି ରେଳ ପ୍ରକଳ୍ପର ମଞ୍ଜୁରୀ ଅନେକ ମାପଦଣ୍ଡ/କାରକ ଉପରେ ନିର୍ଭର କରେ ଯେଉଁଥିରେ ନିମ୍ନଲିଖିତ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ:ପ୍ରତୀକ୍ଷିତ ଟ୍ରାଫିକ୍ ଆକଳନ ଏବଂ ପ୍ରସ୍ତାବିତ ମାର୍ଗର ଲାଭପ୍ରକଳ୍ପ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରଥମ ଏବଂ ଶେଷ ମାଇଲ୍ ସଂଯୋଗୀକରଣନିଖୋଜ ଲିଙ୍କଗୁଡ଼ିକର ସଂଯୋଗ ଏବଂ ଅତିରିକ୍ତ ରୁଟ୍ ପ୍ରଦାନଭିଡ଼/ସାଚୁରେଟେଡ୍ ଲାଇନଗୁଡ଼ିକର ବୃଦ୍ଧିରାଜ୍ୟ ସରକାର/କେନ୍ଦ୍ର ମନ୍ତ୍ରଣାଳୟ/ଜନପ୍ରତିନିଧିଙ୍କ ଦ୍ୱାରା ଉଠାଯାଇଥିବା ଦାବି,ରେଳବାଇ କାର୍ଯ୍ୟକ୍ଷମ ଆବଶ୍ୟକତାସାମାଜିକ-ଆର୍ଥିକ ବିଚାରତତ୍ତ୍ୱର ସାମଗ୍ରିକ ଉପଲବ୍ଧତାରେଳବାଇ ପ୍ରକଳ୍ପ/ଗୁଡ଼ିକ ସମାପ୍ତି ବିଭିନ୍ନ କାରକ ଉପରେ ନିର୍ଭର କରେ ଯେଉଁଥିରେ ନିମ୍ନଲିଖିତ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ:ଜମି ଅଧିଗ୍ରହଣଜଙ୍ଗଲ ମଞ୍ଜୁରୀବାଧାସୃଷ୍ଟିକାରୀ ଉପଯୋଗିତାଗୁଡ଼ିକର ସ୍ଥାନାନ୍ତରବିଭିନ୍ନ କର୍ତ୍ତୃପକ୍ଷଙ୍କଠାରୁ ବୈଧାନିକ ମଞ୍ଜୁରୀକ୍ଷେତ୍ରର ଭୌଗୋଳିକ ଏବଂ ଭୌଗୋଳିକ ଅବସ୍ଥାପ୍ରକଳ୍ପ ସ୍ଥାନ କ୍ଷେତ୍ରରେ ଆଇନ ଶୃଙ୍ଖଳା ପରିସ୍ଥିତିନିର୍ଦ୍ଦିଷ୍ଟ ପ୍ରକଳ୍ପ ସ୍ଥାନ ପାଇଁ ବର୍ଷରେ କାର୍ଯ୍ୟ ମାସ ସଂଖ୍ୟା ଇତ୍ୟାଦିଏହି ସମସ୍ତ କାରଣ ପ୍ରକଳ୍ପ/ଗୁଡ଼ିକ ସମାପ୍ତି ସମୟ ଏବଂ ମୂଲ୍ୟକୁ ପ୍ରଭାବିତ କରେ।ବର୍ତ୍ତମାନ, ଭୁବନେଶ୍ୱର-ରାୟଗଡା-ଜୟପୁର-କୋରାପୁଟ ସେକ୍ଟରରେ ପ୍ରତିଦିନ ୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ସେବା ଯୋଗାଇ ଦିଆଯାଉଛି। ଏହାବ୍ୟତୀତ, କୋରାପୁଟ-କୋଟ୍ଟାଭାଲସା ମଧ୍ୟରେ ୩ ଯୋଡ଼ା ଟ୍ରେନ୍ ସେବା ଚଳାଚଳ କରୁଛି ଏବଂ କୋଟ୍ଟାଭାଲସା ଓ ଭୁବନେଶ୍ୱର ମଧ୍ୟରେ ୬ ଯୋଡ଼ା ଟ୍ରେନ୍ ସେବା ଆରମ୍ଭ ହୋଇଛି । ଏହି ଟ୍ରେନ୍ ସେବାଗୁଡ଼ିକର ବିବରଣୀ ନିମ୍ନରେ ଦିଆଗଲା।କୋରାପୁଟ-କୋଟାଭାଲସା ସେକ୍ଟରରେ ଚଳାଚଳ କରୁଥିବା ଟ୍ରେନ୍:କ୍ରଂସଂଖ୍ୟା ଟ୍ରେନ୍‌ ସଂଖ୍ୟା ଓ ନାମ୧୧୮୫୧୫/୧୮୫୧୬ କିରାଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ୍‌ ୨୫୮୫୦୧/୫୮୫୦୨ କିରାଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ୩୫୮୫୩୭/୫୮୫୩୮ କୋରାପୁଟ-ବିଶାଖାପାଟଣା ପାସେଞ୍ଜର କୋଟାଭାଲସା-ଭୁବନେଶ୍ୱର ସେକ୍ଟରରେ ଚଳାଚଳ କରୁଥିବା ଟ୍ରେନ୍‌:କ୍ରଂସଂଖ୍ୟା ଟ୍ରେନ୍‌ ସଂଖ୍ୟା ଓ ନାମ୧୧୬୧୦୭/୧୬୧୦୮ ତାମ୍ବରମ୍‌-ସାନ୍ତ୍ରାଗାଚ୍ଛି ଅମୃତ ଭାରତ ଏକ୍ସପ୍ରେସ ୨୧୬୫୯୭/୧୬୫୯୮ ଏସଏମଭିଟି ବେଙ୍ଗାଲୁରୁ – ଆଲିପୁରଦାର ଅମୃତ ଭାରତ ଏକ୍ସପ୍ରେସ ୩୧୬୫୨୩/୧୬୫୨୪ ଏସଏମଭିଟି ବେଙ୍ଗାଲୁରୁ – ବାଲୁରଘାଟ ଏକ୍ସପ୍ରେସ୍୪୧୬୨୨୩/୧୬୨୨୪ ଏସଏମଭିଟି ବେଙ୍ଗାଲୁରୁ – ରାଧିକାପୁର ଏକ୍ସପ୍ରେସ ୫୧୭୦୧୫/୧୭୦୧୬ ସିକନ୍ଦରାବାଦ – ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ୬୧୮୦୪୫/୧୮୦୪୬ ଚାରଲାପାଲି – ଶାଲିମାର ପୂର୍ବତଟ ଏକ୍ସପ୍ରେସ୍ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *