ବିଶାଳ ଶୋଭାଯାତ୍ରା ସହ ଶ୍ରୀରାମ ଜନ୍ମଜୟନ୍ତୀ ପାଳନ
ବିଶାଳ ଶୋଭାଯାତ୍ରା ସହ ଶ୍ରୀରାମ ଜନ୍ମଜୟନ୍ତୀ ପାଳନ
ବିରିଡି ,୨୭-୩ ପବିତ୍ର ରାମନବମୀ ପଭୁ ଶ୍ରୀରାମଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ବିଶାଳ ବାଇକ ଶୋଭାଯାତ୍ରା ରାମସେନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତା ରାଜକିଶୋର ବେହେରା, ଦେବୀପ୍ରସାଦ ତ୍ରିପାଠୀ,ଚନ୍ଦ୍ରଶେଖର ଦାଶ,ନେତ୍ରାନନ୍ଦ ପାତ୍ର,ସୁବୋଧ ବାରିକ,ତରୁଣ କୁମାର ଦାସ,ଦୀପ୍ତି ପ୍ରସାଦ ପରିଜା,ଶୁଭ୍ରଜୋତି ସାହୁ,ପ୍ରକାଶ ଦାସ,ଙ୍କ ନେତୃତ୍ୱରେ ବହୁସଂଖ୍ୟାରେ ଜନସାଧାରଣ ବାଇକ ଶୋଭାଯାତ୍ରାରେ ସାମିଲ ହୋଇ କଇଜଙ୍ଗା ସ୍ଥିତ ପଞ୍ଚମୁଖୀ ହନୁମାନ ଙ୍କ ବିଜେସ୍ଥଳୀ ନିକଟରୁ ବାହାରି ଜୟଷୋଳ ବଜାରସ୍ଥିତ ବୀରହନୁମାନ ମନ୍ଦିର ନିକଟରେ ପହଂଚିଥିଲେ l ଏହି ଶୋଭାଯାତ୍ରା ବେଳେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଭୁଶ୍ରୀରାମଙ୍କ ଗୁଣକୀର୍ତ୍ତନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଟୁଟୁ ମଲ୍ଲିକ,ରାମକୃଷ୍ଣ ପରିଜା,ସୁଶାନ୍ତ ବସ୍ତିଆ,ଦୀପକ ଆଚାର୍ଯ୍ୟ,ସୀତାଂଶୁ ଶେଖର ରାୟ,ସଂପୂର୍ଣ୍ଣାନନ୍ଦ ମିଶ୍ର,ହେମନ୍ତ ମଲ୍ଲିକ,ସୁଦର୍ଶନ ପଣ୍ଡା,ଅଭୟ ଜେନା,ସଂଗ୍ରାମ ନାୟକ, ,ଅରୁଣ ଦାସ,ରମେଶ ଚନ୍ଦ୍ର ମହାନ୍ତି, ,ଭାସ୍କର ନାୟକ,କାଳନ୍ଦୀ ବସ୍ତିଆ ତୋଫାନ ବିଶ୍ୱାଳ,ଅଭୟ ଜେନା,ବିଶ୍ୱଭୂଷଣ ମଲ୍ଲିକ,ସୁନୀଲ ଦାସ,ସାଗର

ସାହୁ,ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ,ତନବିର ଅହେମଦ,ବାସୁଦେବ ବେହେରା,ଗୋବିନ୍ଦ ବେହେରା,ଶଶାଙ୍କ ମହାନ୍ତି,ବିଷ୍ଣୁ ଚରଣ ବେହେରା,ସୁନନ ବେହେରା,ବନବିହାରୀ ଜେନା,ପ୍ରମୁଖ ସାମିଲ ହୋଇଥିବାବେଳେ ସୁଜିତ ସାହୁ,ବିଭୂପ୍ରସାଦ ଦାଶ,ଶୁରେଶ ହୋତା,ଧରଣୀଧର ସାହୁ,ଶିଶିର ମହାନ୍ତି,ଟୁଟୁମଲ୍ଲିକ ,ରାମକୃଷ୍ଣ ପରିଜା,ସୁଦର୍ଶନ ପଣ୍ଡା,ସୁନୀଲ ଦାସ,ସାଗର ସାହୁ ରାଜେଶ ଦାଶ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
