୧୦ ତାରିଖରେ ରାଜ୍ୟ କ୍ୟାବିନେଟବୈଠକ
୧୦ତାରିଖରେରାଜ୍ୟକ୍ୟାବିନେଟବୈଠକ
ଆସନ୍ତା ୧୦ତାରିଖରେ ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ବୈଠକ…..
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ…..
ବୈଠକରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ମାନେ ରହିବେ ଉପସ୍ଥିତ…..
ଆସନ୍ତା କ୍ୟାବିନେଟରେ ୭ଟି ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା…..

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିପାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…..
କ୍ୟାବିନେଟରେ ଉପସ୍ଥାପନ ହୋଇପାରେ ନୂଆ ପଞ୍ଚାୟତ ନୀତିର ପ୍ରସ୍ତାବ……
ପାନୀୟ ଜଳ ଯୋଗାଣର ପରିଚାଳନା ନେଇ ଆସିପାରେ ନୂଆ ନୀତି……
