ଡିଜେଲ୍_ଉପରେ_ରପ୍ତାନୀ_ଶୁଳ୍କ_ବୃଦ୍ଧି

ଡିଜେଲ୍_ଉପରେ_ରପ୍ତାନୀ_ଶୁଳ୍କ_ବୃଦ୍ଧି

ଡିଜେଲ୍ ରପ୍ତାନୀ ଉପରେ ଶୁଳ୍କ ବୃଦ୍ଧି କଲେ ସରକାର-ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ-ଲିଟର ପ୍ରତି ୨୧ ଟଙ୍କା ୫୦ ପଇସାରୁ ୫୫ ଟଙ୍କା ୫୦ ପଇସାକୁ ବୃଦ୍ଧି-ବିମାନ ଟର୍‌ବାଇନ୍ ଇନ୍ଧନ (ଏଟିଏଫ୍) ଶୁଳ୍କ ମଧ୍ୟ ବୃଦ୍ଧି-ଏଟିଏଫ୍ ପ୍ରତି ଲିଟରରେ ୨୯ ଟଙ୍କା ୫୦ ପଇସାରୁ ୪୨ ଟଙ୍କାକୁ ବୃଦ୍ଧି-ପେଟ୍ରୋଲ୍‌ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି ନ ହୋଇ ଶୂନ୍ୟ ରହିଛି

Leave a Reply

Your email address will not be published. Required fields are marked *