ବିଦ୍ୟାଳୟରେ ଅଗ୍ନିଶମ ବିଭାଗର ସଚେତନ କାର୍ଯ୍ୟକ୍ରମ:

ଚିକିଟି:17/4 ( ):ଝlଟିପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଚିକିଟି ଅଗ୍ନିଶମ ବିଭାଗ ତରଫରୁ ଅଗ୍ନିକାଣ୍ଡ, ସର୍ପ ଦଂଶନ ଓ ପାଣିରେ ବୁଡିଯିବା ବେଳେ କିପରି ସୁରକ୍ଷିତ ରହିପାରିବା କୌଶଳ ଉପରେ ସଚେତନତା କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲା। ସଭାରେ ଉପସ୍ଥିତ ପିଲାମାନଙ୍କୁ କେନ୍ଦ୍ର ଅଧିକାରୀ ପ୍ରଦୀପ କୁମାର ପଟ୍ଟନାୟକ ଓ ସଞୟ କୁମାର ନାୟକ ପ୍ରମୁଖ ତାଲିମ୍ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେବରିଷ୍ଠ ଶିକ୍ଷକ ବୃନ୍ଦାବନ ଚନ୍ଦ୍ର ପାଢ଼ୀ ଙ୍କ ନେତୃତ୍ୱରେ ବିଦ୍ୟଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ଓ ଶକ୍ଷୟିତ୍ରୀ ମାନେ ଓ ଛାତ୍ର ଛାତ୍ରୀ, ପାଚିକା ସହୟିକା ସମୂହ ଅଂଶ ଗ୍ରହଣ କରି ତାଲିମ ନେଇଥିଲେ.

Leave a Reply

Your email address will not be published. Required fields are marked *