୨୨୫ଟି ଲାଇବ୍ରେରିଆନ୍ ପଦବୀ ପୂରଣ
💠ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ୨୨୫ଟି ଲାଇବ୍ରେରିଆନ୍ ପଦବୀ ପୂରଣ ନିମନ୍ତେ ଷ୍ଟେଟ ସିଲେକ୍ସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି

ପ୍ରକାଶ💠ଏପ୍ରିଲ ୨୭ରୁ ମେ’ ୩୦ ତାରିଖ ପର୍ଯ୍ୟନ୍ତ ଆବେଦନ 💠ssbodisha.ac.in ରେ ସବିସ୍ତୃତ ତଥ୍ୟ ପାଇପାରିବେ#SSB
