ସିସୋର ଠକେଇ

ସିସୋର ଠକେଇ: CBIକୁ_ଜବାବ_ତଲବ-ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇକୁ ଜବାବ ତଲବ-ମାମଲା ରଦ୍ଦ ପାଇଁ ପ୍ରଭାତ ବିଶ୍ୱାଳଙ୍କ ଆବେଦନ ଉପରେ ଜବାବ ତଲବ-ସିବିଆଇକୁ ଜବାବ ତଲବ କଲେ ହାଇକୋର୍ଟ-ପୂର୍ବରୁ ବର୍ଷକରେ ମାମଲାର ବିଚାର ସାରିବାକୁ

ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ-୨ ବର୍ଷ ବିତି ଯାଇଥିଲେ ଵି ନିମ୍ନ ଅଦାଲତରେ ମାମଲାର ଶୁଣାଣି ଅସମାପ୍ତ-ଏହି ଆଧାରରେ ମାମଲା ରଦ୍ଦ କରିବାକୁ ଆବେଦନ କରିଥିଲେ ପ୍ରଭାତ ବିଶ୍ୱାଳ

Leave a Reply

Your email address will not be published. Required fields are marked *