ସୁଧୀର ପାତ୍ର ହତ୍ୟା ମାମଲାରେ କ୍ରାଇମସିନ୍‌ ରିକ୍ରିଏସନ

ସୁଧୀର ପାତ୍ର ହତ୍ୟା ମାମଲାରେ କ୍ରାଇମସିନ୍‌ ରିକ୍ରିଏସନ-ବ୍ରହ୍ମପୁରରେ ସୁଧୀର ପାତ୍ର ହତ୍ୟା ଘଟଣାର କ୍ରାଇମସିନ୍‌ ରିକ୍ରିଏସନ-ରିମାଣ୍ଡରେ ଆସିଥିବା ୫ ଅଭିଯୁକ୍ତକୁ ନେଇ କ୍ରାଇମସିନ୍‌ ରିକ୍ରିଏସନ-ଯେଉଁଠାରେ ସୁଧୀର ଭଲିବଲ ଖେଳନ୍ତି ସେହି ପଡ଼ିଆକୁ ନିଆଗଲା-ଭାବିନାରାୟଣପୁର ସ୍ଥିତ ଭଲିବଲ ପଡ଼ିଆକୁ ନେଇ ଚାଲିଛି ଛାନଭିନ୍‌-

ଯେଉଁ ସ୍ଥାନରୁ ସୁଧୀରଙ୍କୁ ଅପହରଣ କଲେ ତାହା ଦେଖାଉଛନ୍ତି ଅଭିଯୁକ୍ତ-ଅପହରଣ ପରେ କେଉଁ ସ୍ଥାନକୁ ନେଇ ପିଟି ମାରିଥିଲେ ତାହା ଦେଖାଉଛନ୍ତି-ସୁଧୀରଙ୍କୁ ହତ୍ୟା ବେଳର ବର୍ବରତା ସମସ୍ତକୁ ବିଚଳିତ କରିବା ପରି ଥିଲା

Leave a Reply

Your email address will not be published. Required fields are marked *