୧୪_ଘଣ୍ଟା_ଚାଲିଲା_ବିଧାନସଭା

#୧୪_ଘଣ୍ଟା_ଚାଲିଲା_ବିଧାନସଭା-ମଧ୍ୟରାତ୍ରୀ ଯାଏଁ ଚାଲିଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ-ଦିନ ୧୧ଟାରୁ ଆରମ୍ଭ

ହୋଇଥିବା ଅଧିବେଶନ ରାତି ୧୨ ଟା ୪୫ ଯାଏଁ ଚାଲିଲା-ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଇନ କାର୍ଯ୍ୟକାରୀ ପାଇଁ ସଂକଳ୍ପ-ଗୋଟିଏ ଦିନରେ ପ୍ରାୟ ୧୪ ଘଣ୍ଟା ଯାଏଁ ଚାଲିଲା ଗୃହ-ଦିନ ତମାମ ଗୃହରେ ସରଗରମ ଆଲୋଚନା

Leave a Reply

Your email address will not be published. Required fields are marked *