ମଦ ପିଇ ବିଧାନସଭା ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ମଦ ପିଇ ବିଧାନସଭା ଆସୁଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ୍ -ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ବିରୋଧରେ ସଙ୍ଗୀନ ଅଊିଯୋଗ-ମଦ ପିଇ ବିଧାନସଭା ଆସିଥିବା ଅଭିଯୋଗ କଲେ ବିରୋଧୀ-ସାଂସଦ ସ୍ବାତୀ ମାଲିୱାଲ ମାନ୍‌ଙ୍କ ଏକ ଭିଡିଓ ସେୟାର କରିବା ପରେ ବିବାଦ-ମୁଖ୍ୟମନ୍ତ୍ରୀ ମାନ୍ ବିଧାନସଭାକୁ ମଦ ପିଇ ଆସୁଥିବା ସ୍ବାତୀଙ୍କ ଅଭିଯୋଗ-ସ୍ବାତୀଙ୍କ ଅଭିଯୋଗ ପରେ ମାନ୍‌ଙ୍କୁ ବିରୋଧୀଙ୍କ ପ୍ରବଳ ବିରୋଧ-ମାନ୍‌ଙ୍କ ଆଲକହଲ୍‌ ଟେଷ୍ଟ ପାଇଁ ଦାବି କଲେ ବିରୋଧୀ କଂଗ୍ରେସ-ବିରୋଧୀ ଦଳ ନେତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କଲେ ବାଚସ୍ପତି

Leave a Reply

Your email address will not be published. Required fields are marked *