ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ଛାତ୍ର ମୃତ୍ୟୁ ଘଟଣା
ସ୍ୱପ୍ନ ଅଧା ରହିଗଲା: ବିଶ୍ୱାସଙ୍କ ବାପା-ଭୁବନେଶ୍ୱରରେ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ଛାତ୍ର ମୃତ୍ୟୁ ଘଟଣା-ଇନ୍ଫୋସିଟି ଥାନାରେ ଅଭିଯୋଗ କଲେ ମୃତ ଛାତ୍ରଙ୍କ ବାପା ବସନ୍ତ ସ୍ୱାଇଁ-କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ-ମୋ ପୁଅ ମୃତ୍ୟୁର ମୁଖ୍ୟ କାରଣ କଲେଜରେ ସିନିୟର୍ ଛାତ୍ରମାନଙ୍କ ରାଗିଂ-ପୁଅ ମୃତ୍ୟୁ ପାଇଁ କଲେଜ କର୍ତ୍ତୃପକ୍ଷ ଓ ମ୍ୟାନେଜମେଣ୍ଟ ପୂର୍ଣ୍ଣମାତ୍ରାରେ ଦାୟୀ-ରାତି ୧୦ଟାରେ ଭଲରେ କଥା ହୋଇଥିଲା, ୧୧ଟାରେ ଶୁଣିଲି ଆତ୍ମହତ୍ୟା-ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ମୋ ପୁଅ କେମିତି ଆତ୍ମହତ୍ୟା କରିପାରିବ-ପୁଅ କ୍ଲାସ୍ ଓ୍ୱାନ୍ ଅଫିସର୍ ହୋଇଥାନ୍ତା, ହେଲେ ସବୁ ସ୍ୱପ୍ନ ଅଧା ରହିଗଲା-ପୁଅର ସାଲ୍ୟୁଟ୍ ଦେଖିଥାନ୍ତି, ହେଲେ ଆଜି ପୋଷ୍ଟମର୍ଟମ୍ ଦେଖିବାକୁ ପଡ଼ିଲା-ମୃତ ଛାତ୍ର ବିଶ୍ୱାସ ସ୍ୱାଇଁଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ନୂଆଗାଁରେ l
