DMK-TVKକୁ କଂଗ୍ରେସର ସମର୍ଥନ ଘୋଷଣାକୁ DMKର କଡ଼ା ସମାଲୋଚନା-

କଂଗ୍ରେସ କଲା ପଛରୁ ଛୁରିଘାତ- DMK-TVKକୁ କଂଗ୍ରେସର ସମର୍ଥନ ଘୋଷଣାକୁ DMKର କଡ଼ା ସମାଲୋଚନା-କଂଗ୍ରେସ ପଛରୁ ଛୁରି ମାରିଛି କହିଲେ DMK ମୁଖପାତ୍ର ଏସ୍‌ ଆନ୍ନାଦୁରାଇ-ଦେଶରେ କଂଗ୍ରେସକୁ ଆଉ କେହି ବିଶ୍ବାସକୁ ନେବେ ନାହିଁ କହିଲେ-TVK ସହ କଂଗ୍ରେସର ଚୁକ୍ତି କ୍ଷଣସ୍ଥାୟୀ,ପରେ ଅନୁତାପ କରିବେ

Leave a Reply

Your email address will not be published. Required fields are marked *