ହିଞ୍ଜିଳି ଖରିଡ଼ା ମର୍ଡର: CMଙ୍କୁ ନବୀନଙ୍କ ଚିଠି
ହିଞ୍ଜିଳି ଖରିଡ଼ା ମର୍ଡର: CMଙ୍କୁ ନବୀନଙ୍କ ଚିଠି-ହିଞ୍ଜିଳି ଖରିଡ଼ା ମର୍ଡର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ-ମୋ ନିର୍ବାଚନ ମଣ୍ଡଳୀରେ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି-ନ୍ୟାୟ ପାଇଁ ଧାରଣା ଦେଇଥିବା ମହିଳାଙ୍କୁ ହତ୍ୟା କରାଯାଇଛି-୩ ବର୍ଷର ଝିଅ ସାମ୍ନାରେ ମା’କୁ ହତ୍ୟା କରାଯାଇଛି-ଆପଣ ବ୍ୟକ୍ତିଗତ ହସ୍ତକ୍ଷେପ କରି ଦୋଷୀକୁ ଦଣ୍ଡବିଧାନ ବ୍ୟବସ୍ଥା କରନ୍ତୁ ।
