ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲା କମିଟି ପକ୍ଷରୁ ୫୨ ତମ ବାଦି ପାଲା ଅନୁଷ୍ଠିତ
ଧର୍ମଶାଳା = ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚମଣ୍ଡଳୀର ଅଣ୍ଟିଆ ଗ୍ରାମ ପଞ୍ଚାୟତ ର ଶ୍ରୀ ଶ୍ରୀ ସତ୍ୟନାରାୟଣ ପାଲା କମିଟି ବାଉସ ଅଣ୍ଟାଓ କୁସ୍ତିରl ଗ୍ରାମ ରେ ଏହି ପରମ୍ପରା ଆଜକୁ ୫୨ବର୍ଷ ଧରି ଏହି ଗଣ ପର୍ବ ରଜ ପର୍ବ ଉପଲକ୍ଷେ ଚାରି ଦିନ ବ୍ୟାପି ଐତି ହlସିକ ଓ ପୌରାଣିକ କଥାକୁ ମନେ ରଖିବା ଓ ଲୋକ ମାନଙ୍କ ହୃଦୟରେ ଏହି ବାଦି ପାଲା ପରିବେଷଣକରିଥିଲେ ଗାୟିକା ସରସୁଧା ପ୍ରିୟଙ୍କା ପ୍ରିୟ ଦର୍ଶିନୀ ଦାସ ଓ ଗାୟିକା ମଉଡମଣୀ ଗୀତାଞ୍ଜଳି ସାମନ୍ତରାୟ ବେସ ମନ ଛୁଆଁ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା l ଏହି ଅନୁଷ୍ଠାନ କୁ ୨ ଗୋଟି ମୌଜା କମିଟି ର ସଭାପତି,, ଗିରିଧାରୀ ଦଳାଇ, ଓ ରତ୍ନାକର ବରାଳ, ବିଚିତ୍ର ମାଲିକ, ବୁଲା ଦଳାଇ, ଶ୍ୟାମ ସାହୁ,, ମନୋରଞ୍ଜନ ଦେଓ,, ରଞ୍ଜନ ପାତ୍ର,, ଏହି ପରି ସମସ୍ତ ମେମ୍ବର ଓ ଗ୍ରାମ ବାସୀ ବୃନ୍ଦ ଏକ ତ୍ରିତ oହୋଈ ଏହି ଅନୁଷ୍ଠାନ କୁ ୫୨,, ବର୍ଷ ଧରି ସାନ୍ତି ଶ୍ରୁଖଳା ସହ ପରିଚାଳନା କରି ଆସୁଛନ୍ତି
