ବିଦ୍ୟୁତ ତାର_ଲାଗି ୨ ଯାଆ ମୃତ
ବିଦ୍ୟୁତ ତାର ଲାଗି ୨ ଯାଆ ମୃତ । ଢେଙ୍କାନାଳ ରଞ୍ଜାଗୋଳ ଗାଁରେ ଅଘଟଣ……ବିଦ୍ୟୁତ ଆଘାତରେ ୨ ଯାଆଙ୍କ ମୃତ୍ୟୁ……ଯାଆକୁ ବଞ୍ଚେଇବାକୁ ଯାଇ ଅନ୍ୟ ଯାଆର ବି ମୃତ୍ୟୁ……କାଳବୈଶାଖୀରେ ଛିଣ୍ଡି ପଡ଼ିଥିଲା ବିଦ୍ୟୁତ ତାର……ତଳେ ପଡ଼ିଥିବା ବିଦ୍ୟୁତ ତାର ଲାଗି ୨ ଯାଆଙ୍କ ମୃତ୍ୟୁ…….
