ପିଏମ୍ଆବାସ ହିତାଧିକାରୀଙ୍କୁ ବଡ଼ଆଶ୍ୱସ୍ତି

-ପିଏମ୍ ଆବାସ ଯୋଜନାରେ ସହରାରାଞ୍ଚଳ ହିତାଧିକାରୀଙ୍କୁ ବଡ଼ ଆଶ୍ୱସ୍ତି
-ଘର ପଞ୍ଜୀକରଣ ଖର୍ଚ୍ଚ ୧%ରୁ କମ୍ କରିବେ ରାଜ୍ୟ ସରକାର
-PMAY-U 2.0 ଅଧିନରେ ହିତାଧିକାରୀଙ୍କ ପାଇଁ ବଡ଼ ରିହାତି ଘୋଷଣା
-୬୦ ବର୍ଗମିଟର ପର୍ଯ୍ୟନ୍ତ ଘରର ପଞ୍ଜୀକରଣ କ୍ଷେତ୍ରରେ ରିହାତି ଘୋଷଣା
-ଷ୍ଟାମ୍ପ ଶୁଳ୍କ ଓ ରେଜିଷ୍ଟ୍ରେସନ ଫି’କୁ ମିଶାଇ ମୋଟ ଦେୟ ୧%ରୁ କମ୍ କରାଯିବ
-ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଅତିରିକ୍ତ ମୁଖ୍ୟ ସଚିବଙ୍କ ଚିଠି
-ବିଜ୍ଞପ୍ତି ଓ ଆଦେଶ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ

Leave a Reply

Your email address will not be published. Required fields are marked *