ଟଙ୍କା ନେଇ ଜଗା_ଦର୍ଶନ

ଟଙ୍କା_ନେଇ_ଜଗା_ଦର୍ଶନ । ୫ଦିନରେ_୧୧_ଗିରଫ-ଭକ୍ତଙ୍କ ଠାରୁ ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ଜଣେ ଗିରଫ-ପୁରୀ ସିଂହଦ୍ବାର ଥାନାରେ ମାମଲା ପରେ ଜଣଙ୍କୁ ଗିରଫ କଲା ପୋଲିସ-୫ ଦିନରେ ୧୧ ଜଣଙ୍କୁ ଗିରଫ କଲାଣି ପୋଲିସ-ମହାପ୍ରଭୁଙ୍କ ଦର୍ଶନ ସଂପୂର୍ଣ୍ଣ ମାଗଣା,କାହା ଦ୍ବାରା ପ୍ରଭାବିତ ହୁଅନ୍ତୁ ନାହିଁ ବୋଲି କହିଲେ ପୁରୀ ଏସପି

Leave a Reply

Your email address will not be published. Required fields are marked *