ଫେକ୍ ଭିଡିଓ ପ୍ରତି NTAର କଡ଼ା ଆଭିମୁଖ୍ୟ-

ସୋସିଆଲ୍ ମିଡିଆରେ ପ୍ରସାରିତ ଭିଡିଓକୁ ଫେକ୍ କହିଲା NTA-ଏ ନେଇ ବିବୃତି ଜାରି କଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) -NEET(UG)-୨୦୨୬ ସମ୍ପର୍କରେ ସୋସିଆଲ ମିଡିଆରେ ମିଥ୍ୟା ଭିଡିଓ ପ୍ରସାରିତ-ପ୍ରସାରିତ ଭିଡିଓ ନକଲି ଓ ଏଥିରେ କରାଯାଉଥିବା ଦାବିଗୁଡ଼ିକ ମିଥ୍ୟା-ଛାତ୍ରଛାତ୍ରୀମାନଙ୍କୁ ଭୁଲ୍ ସୂଚନା ଦେବା ଗୁରୁତର ଅପରାଧ: NTA-ଆଇନ ଅନୁସାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି-କାଲି ବ୍ୟାପକ ସୁରକ୍ଷା ମଧ୍ୟରେ ସୁରୁଖୁରୁରେ NEET ପରୀକ୍ଷା ସରିଛି -କାଲି ୨୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ NEET ପୁନଃପରୀକ୍ଷା ଦେଇଛନ୍ତି-ଦେଶର ୫,୪୪୦ ଓ ବିଦେଶରେ ୧୪ଟି କେନ୍ଦ୍ରରେ NEET ପୁନଃପରୀକ୍ଷା ହେଲା-ହିନ୍ଦୀ ଓ ଇଂରାଜୀ ସମେତ ୧୩ଟି ଭାଷାରେ ପରୀକ୍ଷାର୍ଥୀ ଦେଲେ ପରୀକ୍ଷା-୧୦ ହଜାରରୁ ଅଧିକ ଦିବ୍ୟାଙ୍ଗଙ୍କ ପାଇଁ ହୋଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା -ପ୍ରାୟ ୮୧ ଜଣ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା

Leave a Reply

Your email address will not be published. Required fields are marked *