ରାମମନ୍ଦିର ଚାନ୍ଦା ଚୋରି ଘଟଣାରେ ୮ଜଣ ଗିରଫ-
ରାମମନ୍ଦିର ଚାନ୍ଦା ଚୋରି ଘଟଣାରେ ୮ଜଣ ଗିରଫ-ଅଯୋଧ୍ୟା ରାମ ମନ୍ଦିର ଫଣ୍ଡ ସ୍କାମ୍,୮ ଜଣ ଗିରଫ-ଦାନ ସୂତ୍ରରେ ଆସିଥିବା ଟଙ୍କା ହେରଫେର ଅଭିଯୋଗରେ ଗିରଫ-SIT ତଦନ୍ତ ରିପୋର୍ଟ ଅନୁସାରେ ଏତଲା ପରେ ଗିରଫଦାରି-ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଦସ୍ୟଙ୍କ ନାଁରେ ମଧ୍ୟ ଏତଲା-୭-୭.୫ କୋଟି ଟଙ୍କା ଗାଏବ ହୋଇଥିବା ନେଇ SIT ରିପୋର୍ଟରେ ଉଲ୍ଲେଖ
