ଜଗନ୍ନାଥଙ୍କ_ଉପରେ_ଅପଭ୍ରଂଶଫିଲ୍ମକୁ_ଗଜପତିଙ୍କ_ବିରୋଧ
ଜଗନ୍ନାଥଙ୍କ_ଉପରେ_ଅପଭ୍ରଂଶ_ଫିଲ୍ମକୁ_ଗଜପତିଙ୍କ_ବିରୋଧ-ଜଗନ୍ନାଥଙ୍କ ଉପରେ ‘ଅପଭ୍ରଂଶ’ ଫିଲ୍ମକୁ ଗଜପତିଙ୍କ ବିରୋଧ-ବିକୃତ ଓ କାଳ୍ପନିକ ଉପସ୍ଥାପନା କରାଯାଇଥିବା କହି ବିରୋଧ କଲେ-ଜୁଲାଇ ୧୦ ରିଲିଜକୁ ବନ୍ଦ ରଖିବା ପାଇଁ ପରାମର୍ଶ ଦେଲେ-ଏବେ ଟ୍ରେଲର ରିଲିଜ୍ ହୋଇଛି, ଯେଉଁଥିରୁ କାଳ୍ପନିକ ବୋଲି ଜଣାପଡ଼ୁଛି-ଜଗନ୍ନାଥଙ୍କ ମହିମାର ପ୍ରଚାର ଶାସ୍ତ୍ରୀୟ ବର୍ଣ୍ଣନା ଅନୁସାରେ ହେବା ଉଚିତ-ବିକୃତ ଓ କାଳ୍ପନିକ ଉପସ୍ଥାପନା ଅସଂଖ୍ୟ ଭକ୍ତଙ୍କ ଭାବନାକୁ ଆଘାତ ପହଞ୍ଚାଇବ
