ରାଜ୍ୟରେ ସକ୍ରିୟ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ-୩୦ରୁ ଘୂର୍ଣ୍ଣିବଳୟ

ଆସନ୍ତା ୨ରେ ଲଘୁଚାପ -ରାଜ୍ୟରେ ସକ୍ରିୟ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ-୩୦ରୁ ଘୂର୍ଣ୍ଣିବଳୟ, ଜୁଲାଇ ୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା-୧ରୁ ୪ ତାରିଖ ଭିତରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା-ଦିନେ ଦୁଇଦିନ ମଧ୍ୟରେ ତାତିରୁ ମିଳିପାରେ ଆଶ୍ୱସ୍ତି-ଆସନ୍ତାକାଲିଠୁ ଆକାଶ ମେଘାଚ୍ଛନ୍ନ ରହିବା ସହ ତାତି କମିପାରେ -ଆଜି ଅପରାହ୍ନରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହୋଇପାରେ

Leave a Reply

Your email address will not be published. Required fields are marked *