ମନରେଗା_ଟଙ୍କା_ଆତ୍ମସାତ_କରିଥିବା_୨_ଯନ୍ତ୍ରୀ_ଗିରଫ
ମନରେଗା_ଟଙ୍କା_ଆତ୍ମସାତ_କରିଥିବା_୨_ଯନ୍ତ୍ରୀ_ଗିରଫ-ଫୁଲବାଣୀରେ ମନରେଗା ଟଙ୍କା ଆତ୍ମସାତ ମାମଲାରେ ୨ ଯନ୍ତ୍ରୀ ଗିରଫ-୨ ଯନ୍ତ୍ରୀଙ୍କୁ ଗିରଫ କଲା ଫୁଲବାଣୀ ଭିଜିଲାନ୍ସ-କୋଟଗଡ଼ ବ୍ଲକ AE ପ୍ରଶାନ୍ତ ପାତ୍ର, JE ପ୍ରଫୁଲ୍ଲ ବେହେରା ଗିରଫ-ମନରେଗା କାମରେ ୪୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ ଅଭିଯୋଗ
