ଝାରପଡା ଜେଲ୍ରେ ଲାଗିଲା AIକ୍ୟାମେରା
ଝାରପଡାଜେଲ୍ରେଲାଗିଲାAIକ୍ୟାମେରା
-ଝାରପଡା ଜେଲ୍ରେ ଲାଗିଲା ୩୨ଟି AI କ୍ୟାମେରା
-ଝାରପଡା ଜେଲ୍ରେ ସୁରକ୍ଷା ପାଇଁ ଲାଗିଲା AI କ୍ୟାମେରା
-ଜେଲରେ ଥିବା କଏଦୀଙ୍କ ଉପରେ କଡା ନଜର ରଖିବ
-ଜେଲ ଭିତରକୁ ଆସୁଥିବା ନିଶା ଉପରେ ମଧ୍ୟ ନଜର ରହିବ
-ଖୁବ୍ଶୀଘ୍ର ଜେଲ୍ରେ AI କ୍ୟାମେରା ହେବ କାର୍ଯ୍ୟକ୍ଷମ
