ଆନ୍ଦୋଳନରତ OMSAକୁ ଆଲୋଚନା ପାଇଁ ଆହ୍ୱାନ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଆନ୍ଦୋଳନରତ OMSAକୁ ଆଲୋଚନା ପାଇଁ ଆହ୍ୱାନ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ |💠ଆସନ୍ତାକାଲି ସକାଳ ୧୧ଟା ୩୦ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେବ |💠ଆନ୍ଦୋଳନ ବନ୍ଦ କରି ଆଲୋଚନାରେ ଯୋଗଦେବାକୁ ସ୍ୱାସ୍ଥ୍ୟ ବିଭାଗର ଚିଠି |
