ଫି ଦ୍ବନ୍ଦ୍ବ ନେଇ SOP ଜାରି
ଫିଦ୍ବନ୍ଦ୍ବନେଇSOPଜାରି
-କେଜିରୁ ପିଜି ଫି’ ଦ୍ୱନ୍ଦ୍ୱ ନେଇ ଉଚ୍ଚଶିକ୍ଷା ବିଭାଗର ସାମ୍ବାଦିକ ସମ୍ମିଳନୀ
-ପ୍ରେସମିଟରେ ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
-ଟଙ୍କା ଅଭାବରୁ ଗୁଣାତ୍ମକ ଶିକ୍ଷାରୁ କେହି ବଞ୍ଚିତ ହେବେନି
-ଫି’ ଦ୍ବନ୍ଦ୍ବ ଦୂର ସମ୍ପର୍କିତ SOP ଜାରି କଲେ ମନ୍ତ୍ରୀ
-ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ SOP ପ୍ରଦାନ କରାଯିବ
-ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଫି’ ଛାଡ଼ ଲାଗୁ ହେବନି
-ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଫି’ ଛାଡ଼ରୁ ବାଦ୍ ପଡ଼ିବେ
-ପ୍ରଫେସନାଲ କୋର୍ସକୁ ଏଥିରୁ ବାଦ୍ ଦିଆଯାଇଛି: ମନ୍ତ୍ରୀ
-ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ୭୫% ଉପସ୍ଥାପନା ରହିବା ଆବଶ୍ୟକ
-ନିୟମିତ ଆସୁଥିବା ଛାତ୍ରଛାତ୍ରୀଙ୍କ କୌଣସି ଅସୁବିଧା ହେବନି
-ପରୀକ୍ଷା ଶୁଳ୍କ ଏଥିରୁ ବାଦ୍ ପଡ଼ିଛି
-ବିଶ୍ବବିଦ୍ୟାଳୟଗୁଡ଼ିକର ନିର୍ଦ୍ଦେଶ ଅନୁସାରେ ଶୁଳ୍କ ଆଦାୟ ହେବ
-ଶିକ୍ଷାନୁଷ୍ଠାନଗୁଡ଼ିକର ନିଜ ଇଚ୍ଛାରେ ଫି’ ବଢ଼ାଇ ପାରିବେନି
-ଆଡ୍ମିଶନ ସମୟରେ ପିଲାଙ୍କ ଠାରୁ ଅନେକ ଟଙ୍କା ନିଆଯାଇଥାଏ
-NCC, ଲାଇବ୍ରେରୀ, ରେଡ୍କ୍ରସ, ଆଇକାର୍ଡ ଫି’ ନିଆଯାଇଥାଏ
-ସେମିଷ୍ଟର ଫି, କଲେଜର ଉନ୍ନତି ପାଇଁ ମଧ୍ୟ ଫି’ ନିଆଯାଇଥାଏ
-ଏବେ ଏହି ସମସ୍ତ ବାବଦରେ ଟଙ୍କା ସରକାର କଲେଜକୁ ଦେବେ
