କ୍ରାଇମବ୍ରାଞ୍ଚ_ସଠିକ୍_ତଦନ୍ତ_କରିବ

କ୍ରାଇମବ୍ରାଞ୍ଚ_ସଠିକ୍_ତଦନ୍ତ_କରିବ: IG-ପିଲାଙ୍କ ପାଠ୍ୟ ପୁସ୍ତକରେ ତ୍ରୁଟିର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗ-ପ୍ରତିକ୍ରିୟା ରଖିଲେ କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ -କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଆଜି ନିର୍ଦ୍ଦେଶ ଦେଇଛନ୍ତି-କ୍ରାଇମବ୍ରାଞ୍ଚ ସଠିକ୍ ତଦନ୍ତ କରିବ ବୋଲି କହିଲେ ଆଇଜି-ପାଠ୍ୟପୁସ୍ତକ ଭୁଲ୍ ଘଟଣା ମେ’ରୁ ସାମ୍ନାକୁ ଆସିଥିଲା-ସେତେବେଳେ କୌଣସି ଆପରାଧିକ ମାମଲା ହୋଇନଥିଲା-ଭୁଲ୍ ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଅଧିକାରୀ ନିଲମ୍ବିତ ହୋଇଥିଲେ-ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ-ଆର୍ଥିକ କ୍ଷତି ରିପୋର୍ଟ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି-SCERTକୁ ତୁରନ୍ତ FIR ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି l

Leave a Reply

Your email address will not be published. Required fields are marked *