ରାଜା_ଚକ୍ରଙ୍କୁ_ମିଳିଲାନି_ଅନ୍ତରୀଣ_ସୁରକ୍ଷା

#ରାଜା_ଚକ୍ରଙ୍କୁ_ମିଳିଲାନି_ଅନ୍ତରୀଣ_ସୁରକ୍ଷା-ବହୁ ଚର୍ଚ୍ଚିତ ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସି ଦୁର୍ନୀତି ମାମଲା-ମୁଖ୍ୟ ଅଭିଯୁକ୍ତ ବିଜେଡି ନେତା ରାଜା ଚକ୍ରଙ୍କୁ ପୁଣି ଝଟ୍‌କା-ରାଜାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ-ପୂର୍ବରୁ ରାଜାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ-ରାଜାଙ୍କ ନାଁରେ ପ୍ରାୟ ୧୭୫ କୋଟି ଦୁର୍ନୀତି ନେଇ ମାମଲା ରହିଛି-କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ରହିଛି ମାମଲା

Leave a Reply

Your email address will not be published. Required fields are marked *