ମାଫିଆଙ୍କ ସହିତ ସମ୍ପର୍କ ପଡ଼ିଲା ମହଙ୍ଗା
ମାଫିଆଙ୍କସହିତସମ୍ପର୍କପଡ଼ିଲାମହଙ୍ଗା
-କାଠ ମାଫିଆଙ୍କ ସହିତ ସମ୍ପର୍କ ପଡ଼ିଲା ମହଙ୍ଗା
-ଫରେଷ୍ଟର ବୁଲି ବେହେରାଙ୍କୁ ଚାକିରିରୁ ନିଲମ୍ବିତ କଲା ବିଭାଗ
-ମାଫିଆଙ୍କ ସହ ଲିଙ୍କ୍ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ
-ବୌଦ୍ଧ କଣ୍ଟାମାଳ ରେଞ୍ଜ ବରପଦର ସେକ୍ସନର ଫରେଷ୍ଟର ନିଲମ୍ବିତ
-ସୁଲିଆ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଗଛ କଟା, କାଠ ଚୋରା ଚାଲାଣରେ ଥିଲା ସଂପୃକ୍ତି !
-ବୌଦ୍ଧ ଡିଏଫଓ ଏବଂ କଣ୍ଟାମାଳ ରେଞ୍ଜରଙ୍କ ରିପୋର୍ଟ କାର୍ଯ୍ୟାନୁଷ୍ଠାନ
