ପୁଣି_ଭକ୍ତଙ୍କ_ଭାବନା_ସହିତ_ଖେଳ

ପୁଣି_ଭକ୍ତଙ୍କ_ଭାବନା_ସହିତ_ଖେଳ-ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପୁଣି ଭକ୍ତଙ୍କ ଭାବନା ସହିତ ଖେଳ-ସୁବିଧାରେ ଦର୍ଶନ କରାଇଦେବା ନାଁରେ ସୋସିଆଲ ମିଡିଆରେ ବିଜ୍ଞାପନ -EO ଓଡ଼ିଶା ପକ୍ଷରୁ ଏହି ବିଜ୍ଞାପନ ସୋସିଆଲ ମିଡିଆରେ ଘୁରିବୁଲୁଛି-ଅଗଷ୍ଟ ୧ରୁ ସେବା ଆରମ୍ଭ ହେଉଥିବା ସଂସ୍ଥା ପକ୍ଷରୁ ବିଜ୍ଞାପନ ଦିଆଯାଇଛି l

Leave a Reply

Your email address will not be published. Required fields are marked *