୯ଟି_ଅଳଙ୍କାର_ଗଣତି_ମଣତି
୯ଟି_ଅଳଙ୍କାର_ଗଣତି_ମଣତି: #ମୁଖ୍ୟ_ପ୍ରଶାସକ-ଆଜି ମହାପ୍ରଭୁଙ୍କର ୯ଟି ଅଳଙ୍କାର ଗଣତି ମଣତି ହୋଇଛି-ଗଣତି ମଣତି ପରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ-ସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହୋଇଥିଲା ତାହା ଗଣତି ହେଲା-ଗଣତି ମଣତି କରି ଭଣ୍ଡାର ମେକାପଙ୍କ ଜିମା ଦିଆଯାଇଛି’-ବିଶେଷକରି ୩ ବାଡ଼ର ରତ୍ନଖଚିତ ଚିତା, ଶୁଆ ଥଣ୍ଟିଆ, ରୁପା ରସିକ ଗଣତି ହେଲା-ଓଜନ ମାପ, ଭିଡିଓଗ୍ରାଫି, ଫଟୋଗ୍ରାଫି, ଥ୍ରି ଡି ମ୍ୟାପିଂ କରାଗଲା-ଖୁସିର କଥା ତାହା ୭୮ ମସିହା ତାଲିକା ସହ ମେଳ ଖାଇଲା-ଝୋବା ଗଣତି ହୋଇପାରି ନାହିଁ, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ରହିଛି-ଆଉ ଗୋଟିଏ ସେଟ୍ ଝୋବା ଭଣ୍ଡାର ମେକାପଙ୍କ ପାଖରେ ରହିଛି l
