ସରକାରମାନିଲେ: ଆନ୍ଦୋଳନରୁ ହଟିଲା_CJP

ସରକାରମାନିଲେ: #ଆନ୍ଦୋଳନରୁହଟିଲା_CJP

-ସରକାର-CJP ୩ୟ ରାଉଣ୍ଡ ବୈଠକରେ ସହମତି
-CJPର ସମସ୍ତ ଦାବି ମାନି ନେଲେ ସରକାର
-ଛାତ୍ରଙ୍କ ବିରୋଧରେ FIR, ମାମଲା ପ୍ରତ୍ୟାହାର ହେବ
-କେବଳ ଦିଲ୍ଲୀ ନୁହେଁ, ସବୁ ରାଜ୍ୟରୁ ଏସମ୍ପର୍କିତ FIR ହଟିବ
-ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଦେବେ
-ଶିକ୍ଷାରେ ସଂସ୍କାର ପାଇଁ ୫ ସୂତ୍ରୀ ପରାମର୍ଶ ନେଇ ଆଲୋଚନା ହେବ
-ସରକାରଙ୍କ ପ୍ରତିଶ୍ରୁତି ପରେ CJPର ଆନ୍ଦୋଳନ ପ୍ରତ୍ୟାହାର
-ଛାତ୍ରଛାତ୍ରୀଙ୍କୁ ଘରକୁ ଫେରି ଯିବାକୁ କହିଲେ CJP କର୍ମକର୍ତ୍ତାCJP ୩ୟ ରାଉଣ୍ଡ ବୈଠକରେ ସହମତି-CJPର ସମସ୍ତ ଦାବି ମାନି ନେଲେ ସରକାର-ଛାତ୍ରଙ୍କ ବିରୋଧରେ FIR, ମାମଲା ପ୍ରତ୍ୟାହାର ହେବ-କେବଳ ଦିଲ୍ଲୀ ନୁହେଁ, ସବୁ ରାଜ୍ୟରୁ ଏସମ୍ପର୍କିତ FIR ହଟିବ-ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଦେବେ-ଶିକ୍ଷାରେ ସଂସ୍କାର ପାଇଁ ୫ ସୂତ୍ରୀ ପରାମର୍ଶ ନେଇ ଆଲୋଚନା ହେବ-ସରକାରଙ୍କ ପ୍ରତିଶ୍ରୁତି ପରେ CJPର ଆନ୍ଦୋଳନ ପ୍ରତ୍ୟାହାର-ଛାତ୍ରଛାତ୍ରୀଙ୍କୁ ଘରକୁ ଫେରି ଯିବାକୁ କହିଲେ CJP କର୍ମକର୍ତ୍ତା l

Leave a Reply

Your email address will not be published. Required fields are marked *