ବନ୍ୟା କ୍ଷୟକ୍ଷତିର ୩ ଦିନରେ ରିପୋର୍ଟ_ନିର୍ଦ୍ଦେଶ

-ବନ୍ୟା ସ୍ଥିତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ
-ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ବିଭାଗର କ୍ଷୟକ୍ଷତି ରିପୋର୍ଟ ମାଗିଲେ
-୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
-ପଞ୍ଚାୟତରାଜ ବିଭାଗର ଅଧିକାରୀଙ୍କୁ ତଳ ସ୍ତରକୁ ଯିବାକୁ ନିର୍ଦ୍ଦେଶ
-ପାଣି ଟାଙ୍କି ସହ ମୋବାଇଲ ଭ୍ୟାନର ବ୍ୟବସ୍ଥା କରାଯାଇଛି

Leave a Reply

Your email address will not be published. Required fields are marked *