୨ ଦିନିଆ ରିମାଣ୍ଡରେ ଗଲା ଶଶଧର_ପଣ୍ଡା

-କଟକରେ ପୁଣି ୨ ଦିନିଆ ରିମାଣ୍ଡରେ ମହାଠକ ଶଶଧର ପଣ୍ଡା
-୨ ଦିନିଆ ରିମାଣ୍ଡରେ ନେଲା ମଙ୍ଗଳାବାଗ ଥାନା ପୋଲିସ
-NGO ନାଁରେ କମ୍ ଟଙ୍କାରେ ଜମି ଦେବାକୁ କହି ଲୋକଙ୍କୁ ଠକୁଥିଲା
-ଶଶଧରର ବେଆଇନ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ପୋଲିସର ବଡ଼ ପଦକ୍ଷେପ
-ସିଡିଏ, ସୁନ୍ଦରପଦା ଜମି ଓ ବିଡ଼ାନାସୀର ୩ ମହଲା ଘର ଜବତ ପାଇଁ ପ୍ରକ୍ରିୟା

Leave a Reply

Your email address will not be published. Required fields are marked *