ଓଡ଼ିଆ ଛାତ୍ରଙ୍କ ଦ୍ଵାରା ଲିଖିତ ପୁସ୍ତକ ‘ଦି ଭାରତ ମଡେଲ

ଓଡ଼ିଆ ଛାତ୍ରଙ୍କ ଦ୍ଵାରା ଲିଖିତ ପୁସ୍ତକ ‘ଦି ଭାରତ ମଡେଲ: ନାଭିଗେଟିଂ ଟ୍ରେଣ୍ଟି ଫାଷ୍ଟ ସେଞ୍ଚୁରୀ’ ଉନ୍ମୋଚିତ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ଓଡିଶା ଛାତ୍ର ଶ୍ରୀକୃଷ୍ଣ ପାତ୍ରଙ୍କ ଦ୍ଵାରା ଲିଖ୍ତ ପୁସ୍ତକ ‘ଦି ଭାରତ ମଡେଲ : ନାଭିଗେଟିଂ ଟ୍ରେଣ୍ଟି ଫାଷ୍ଟ ସେଞ୍ଚୁରୀ’ ଉନ୍ମୋଚନ କରିଛନ୍ତି। ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଦିଗରେ ଜଣେ ଯୁବ ନେତୃତ୍ବଙ୍କ ଦୃଷ୍ଟିକୋଣର ଝଲକ ଏହି ପୁସ୍ତକରେ ପରିଲକ୍ଷିତ ହୋଇଛି। ପୁସ୍ତକ ଉନ୍ମୋଚନ ଅବସରରେ ଶ୍ରୀ ପ୍ରଧାନ ଏବଂ ଯୁବ ବୁଦ୍ଧିଜୀବୀଙ୍କ ମଧ୍ୟରେ ଏହାର ବିଷୟବସ୍ତୁ ଏବଂ ରାଷ୍ଟ୍ର ନିର୍ମାଣରେ ଯୁବପିଢିଙ୍କ ଭୁମିକା ବିଷୟରେ ଆଲୋଚ ହୋଇଥିଲା। ଯୁବ ଲେଖକ ଶ୍ରୀକୃଷ୍ଣ ରଞ୍ଜନ ପାତ୍ର ଖୁବ୍ କମ୍ ବୟସରେ ଏପରି ଏକ ରାଷ୍ଟ୍ର ନିର୍ମାଣ ସମ୍ପର୍କିତ ପୁସ୍ତକ ଲେଖୁଥିବାରୁ ଶ୍ରୀ ପ୍ରଧାନ ତାଙ୍କୁ ସାଧୁବାଦ ଜଣାଇଥିଲେ।: ନାଭିଗେଟିଂ ଟ୍ରେଣ୍ଟି ଫାଷ୍ଟ ସେଞ୍ଚୁରୀ’ ଉନ୍ମୋଚିତନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ଓଡିଶା ଛାତ୍ର ଶ୍ରୀକୃଷ୍ଣ ପାତ୍ରଙ୍କ ଦ୍ଵାରା ଲିଖ୍ତ ପୁସ୍ତକ ‘ଦି ଭାରତ ମଡେଲ : ନାଭିଗେଟିଂ ଟ୍ରେଣ୍ଟି ଫାଷ୍ଟ ସେଞ୍ଚୁରୀ’ ଉନ୍ମୋଚନ କରିଛନ୍ତି। ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଦିଗରେ ଜଣେ ଯୁବ ନେତୃତ୍ବଙ୍କ ଦୃଷ୍ଟିକୋଣର ଝଲକ ଏହି ପୁସ୍ତକରେ ପରିଲକ୍ଷିତ ହୋଇଛି। ପୁସ୍ତକ ଉନ୍ମୋଚନ ଅବସରରେ ଶ୍ରୀ ପ୍ରଧାନ ଏବଂ ଯୁବ ବୁଦ୍ଧିଜୀବୀଙ୍କ ମଧ୍ୟରେ ଏହାର ବିଷୟବସ୍ତୁ ଏବଂ ରାଷ୍ଟ୍ର ନିର୍ମାଣରେ ଯୁବପିଢିଙ୍କ ଭୁମିକା ବିଷୟରେ ଆଲୋଚ ହୋଇଥିଲା। ଯୁବ ଲେଖକ ଶ୍ରୀକୃଷ୍ଣ ରଞ୍ଜନ ପାତ୍ର ଖୁବ୍ କମ୍ ବୟସରେ ଏପରି ଏକ ରାଷ୍ଟ୍ର ନିର୍ମାଣ ସମ୍ପର୍କିତ ପୁସ୍ତକ ଲେଖୁଥିବାରୁ ଶ୍ରୀ ପ୍ରଧାନ ତାଙ୍କୁ ସାଧୁବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *