ଦଳ_ନିଷ୍ପତ୍ତି_ଅନୁସାରେ_କାର୍ଯ୍ୟକରିବୁ_କହିଲେ_ପ୍ରମିଳା_ମଲ୍ଲିକ୍

#ଦଳ_ନିଷ୍ପତ୍ତି_ଅନୁସାରେ_କାର୍ଯ୍ୟକରିବୁ_କହିଲେ_ପ୍ରମିଳା_ମଲ୍ଲିକ୍-ସର୍ବଦଳୀୟ ବୈଠକ ପରେ ବିରୋଧୀଦଳ ମୁଖ୍ୟ ସଚେତକଙ୍କ ପ୍ରତିକ୍ରିୟା-MMDR ଉପରେ ଆଲୋଚନା କରାଯିବା ନେଇ ଦାବି କରିଛୁ-ଆମେ ଅପେକ୍ଷା ବି କରିଛୁ, ନ ହେଲେ ଦଳ ଯାହା ନିଷ୍ପତ୍ତି ନେବ-ଦଳ ଯାହା ନିଷ୍ପତ୍ତି ନେବ ସେହି ଅନୁଯାୟୀ ଆମେ କାର୍ଯ୍ୟ କରିବୁ-ଗୃହ ଚାଲିବାରେ ସହଯୋଗ କରିବୁ କି ନାହିଁ ତାହା ଆମ ଦଳ ନିଷ୍ପତ୍ତି ନେବ

Leave a Reply

Your email address will not be published. Required fields are marked *