୨୬_ଯାଏଁ_ସରକାରୀ_ଅଧିକାରୀଙ୍କୁ_ଛୁଟି_ମନା

#୨୬_ଯାଏଁ_ସରକାରୀ_ଅଧିକାରୀଙ୍କୁ_ଛୁଟି_ମନା-ନୂଆପଡ଼ାରେ ୨୬ ଯାଏଁ ସରକାରୀ ଅଧିକାରୀଙ୍କୁ ଛୁଟି ମନା-ପ୍ରବଳ ବର୍ଷା ଦୃଷ୍ଟିରୁ ଛୁଟି ବାତିଲ୍ କଲେ ଜିଲ୍ଲାପାଳ-ପ୍ରବଳ ବର୍ଷା, ବଜ୍ରପାତ ସହ ଝଡ଼ତୋଫାନ ଆଶଙ୍କାରୁ ନିଷ୍ପତ୍ତି-ଛୁଟିରେ ଥିବା ଅଧିକାରୀ ନିଜ ମୁଖ୍ୟାଳୟ ଫେରି ରିପୋର୍ଟ କରିବେ-ପୂର୍ବ ଅନୁମତି ବିନା ନିଜ ମୁଖ୍ୟାଳୟ ଛାଡ଼ିପାରିବେନି ଅଧିକାରୀ l

Leave a Reply

Your email address will not be published. Required fields are marked *